ଲିଟର ପିଛା ୪ ଟଙ୍କା ବଢିଲା ଓମଫେଡ ଦର
ଭୁବନେଶ୍ୱର: ବଢିଲା ଓମଫେଡ କ୍ଷୀର ଦର । ଲିଟର ପିଛା ୪ ଟଙ୍କା ବଢିଛି । ଏହି ବର୍ଦ୍ଧିତ ଦର ଆଜିଠାରୁ ଲାଗୁ ହେବ । ଏହି ବର୍ଦ୍ଧିତ ଦରର ସଂହଭାଗ ଦୁଗ୍ଧ ଚାଷୀଙ୍କ ଖାତାକୁ ଯିବ । ଏହି ୪ ଟଙ୍କାରୁ ୩ଟଙ୍କା ୫୦ ପଇସା ପାଇବେ ଚାଷୀ ।
ଉତ୍କଳ ଦିବସରେ ଗୋଟିଏ ପଟେ ଏଲପିଜି ଗ୍ୟାସ ଦର ହ୍ରାସ…