ନବ ଦାସ ହତ୍ୟାକାରୀକୁ ପାଗଳ କହିବା ପଛରେ ରହିଛି କାହାର ଇଙ୍ଗିତ -ବିଜୟ ପଟ୍ଟନାୟକ
ଭୁବନେଶ୍ୱର: ନବଦାସ ହତ୍ୟାକାରୀ ଗୋପାଳଙ୍କୁ ପାଗଳ କିଏ କହିଲା ? କାହିଁକି ପାଗଳ ବୋଲି କହିଲା ? ନବଙ୍କ ହତ୍ୟାର ମାତ୍ର ଘଣ୍ଟାଏ ପରେ ଏ ଷ୍ଟୋରି କିଏ ବାହାର କଲା ? ଯିଏ ବାହାର କଲା ତା ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା ? ନବଦାସ ମୃତ୍ୟୁ ମାମଲାକୁ ନେଇ ଏମିତି ପ୍ରଶ୍ନ କରିଛନ୍ତି …