Latest Odisha News

BREAKING NEWS

ଫୁଲକୋବି ଖାଉଛନ୍ତି କି ?

ସବୁ ପରିବା ମଧ୍ୟରୁ ଫୁଲକୋବି ଦେଖିବାକୁ ଯେପରି ସୁନ୍ଦର ଖାଇବାକୁ ମଧ୍ୟ ବଡ଼ ସୁଆଦିଆ। ଫୁଲକୋବି ଖାଇବାକୁ କିଏ ବା ପସନ୍ଦ ନ କରେ । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। କିନ୍ତୁ ତଥାପି ଏହି…

ମା’ ଝିଅକୁ ଧକ୍କା ଦେଲା ‘ମଦ୍ୟପ’ କାର ଡ୍ରାଇଭର

କଟକ: ଯେତେବେଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ କରିବାକୁ ଯାଇ ସାରା ରାଜ୍ୟରେ ପୋଲିସ ଧରପଗଡ ଚଳାଇଛି ସେହି ସମୟରେ ଜଣେ ମଦ୍ୟପ କାର ଡ୍ରାଇଭର ମା' ଝିଅକୁ ଧକ୍କା ଦେଇଛି। ଗୁରୁବାର ସଂଧ୍ୟାରେ କଟକରେ ଦେଖିବାକୁ ମିଳିଛି ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମିଳିଥିବା ସୂଚନା ଅନୁଯାୟୀ,…

ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତ ଦେହ, ବୁଧବାର ରାତିରେ କରିଥିଲେ ଗୃହ ପ୍ରବେଶ

ବଲାଙ୍ଗୀର: ନିକଟରେ ଘର ଭଡା ନେଇଥିଲେ ରହିବାକୁ । କିନ୍ତୁ ଘରେ ରହିବାର ଚବିଶ ଘଣ୍ଟା ବିତିନି ଭଡାଟିଆଙ୍କ ମର ଶରୀର ଉଦ୍ଧାର ହୋଇଛି। ବଲାଙ୍ଗୀର ସହରରେ ଏପରି ଏକ ଘଟଣା ଘଟିଛି। ମୃତକ ଜଣଙ୍କ ପେଶାରେ ଜଣେ ଆୟୁର୍ବେଦିକ ଡାକ୍ତର। ଏବେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଟ୍ଟା ବଢ଼ିଛି।…

ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ

କଟକ: ପୁଣି ଚର୍ଚ୍ଚାରେ କଟକ, ଏଥର ଏକ୍ସପାଏରି ସାମଗ୍ରୀକୁ ନେଇ। ଗୁରୁବାର କଟକ ସହରର ଏକ ସପିଂ ମଲରେ ଏକ୍ସପାଏରି ହୋଇଥିବା ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଚଢ଼ାଉ କରିଛି। କଟକ ଜୋନ୍-୬ ଏସିପି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କୌଣସି ସୂତ୍ରରୁ ଖବର ପାଇ ବାଦାମବାଡି…

ଗୁଜରାଟ-ଚେନ୍ନାଇ ଉଦଘାଟନୀ ମୁକାବିଲା

ଅହମ୍ମଦବାଦ: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଯିବ ଆଇପିଏଲ । ଚାମ୍ପିୟନ ଗୁଜରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ପଦାର୍ପଣ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟଲ ହାସଲ କରି…

୨୫ ପର୍ଯ୍ୟବେକ୍ଷକଙ୍କ ସହ ନବୀନ କରିବେ ବୈଠକ

ଭୁବନେଶ୍ୱର: ରାଜ୍ୟ ବିଜେପିର ସଭାପତି ପରିବର୍ତ୍ତନ ହେବା ପରେ ପରେ ୨୦୨୪କୁ ଆଖି ଆଗରେ ରଖି ବିଜେଡି ୩୦ ଜିଲ୍ଲା ପାଇଁ ୨୫ ପର୍ଯ୍ୟବେକ୍ଷକ ବା ସେନିପତି ନିଯୁକ୍ତ କରିଛି। ଯେଉଁଥିରୁ ସର୍ବାଧିକ ୪ଟି ଜିଲ୍ଲାର ଦାୟିତ୍ୱ ରହିଛି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କାନ୍ଧରେ ।…

ଅଚାନକ ନୂଆ ସଂସଦ ଭବନ ବୁଲି ଦେଖିଲେ ପ୍ରଧାନମନ୍ତ୍ରୀ, ନିର୍ମାଣଧୀନ ଶ୍ରମିକଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱର: ଗୁରୁବାର ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦ କୋଠାକୁ ଯାଇ ପରିଦର୍ଶନ କରିଛନ୍ତି। ଏହା ତାଙ୍କର ପ୍ରଥମ ଗସ୍ତ ଥିଲା। ସେ ଘଣ୍ଟାଏରୁ ଅଧିକ ସମୟ ନୂଆ ସଂସଦ ଭବନର କୋଠାକୁ ବୁଲି ଦେଖିବା ସହିତ ନିର୍ମାଣକାମରେ ନିୟୋଜିତ କର୍ମଚାରୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ

କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଏବଂ କଟକ ନଗରର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ନାମରେ ସ୍ମାରକୀ ଡାକଟେକଟ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳିଙ୍ଗ…

ଆଇପିଏଲ ୨୦୨୩: ଅଧିନାୟକଙ୍କ ଫଟୋଶୁଟରେ ରୋହିତ ଅନୁପସ୍ଥିତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୧୬ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଗୁରୁବାର ସମସ୍ତ ଟିମର ଅଧିନାୟକଙ୍କ ଫଟୋଶୁଟ କରାଯାଇଥିଲା । ଟ୍ରଫି ଚାରିପଟେ ସମସ୍ତ ଅଧିନାୟକ ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା ଅନୁପସ୍ଥିତ ଥିଲେ । ଯାହାକୁ ନେଇ ପ୍ରଶଂସକମାନେ ଚିନ୍ତାରେ ପଡି…

୨୦୧୯ ନିର୍ଦ୍ଦେଶନାମା ପାଳନ ହେଉଛି କି ନାହିଁ ଜାଣିବାକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୧୯ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁପାଳନ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ବୁଧବାର ଜଷ୍ଟିସ ଏମ୍ଆର୍ ଶାହା ଓ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ'…