Latest Odisha News

BREAKING NEWS

ଓଡ଼ିଶୀ ସଙ୍ଗୀତ ଉତ୍ସବ ଉଦ୍‌ଯାପିିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ 'ଓଡ଼ିଶୀ ସଙ୍ଗୀତ ଉତ୍ସବ' ଉଦଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ଗାୟିକା ଶ୍ୟାମମଣି ଦେବୀ, ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା, ଓଡ଼ିଆ ଭାଷା,…

ଦୁନିଆର ସବୁଠୁୁ ଶକ୍ତିଶାଳୀ ଦୁଇ ଭାଇ: ଦିନକୁ ଖାଆନ୍ତି ୧୩୦୦୦ କ୍ୟାଲୋରୀଯୁକ୍ତ ଖାଦ୍ୟ

ୟୁରୋପ: ଦୁନିଆରେ ବହୁତ ଶକ୍ତିଶାଳୀ ଲୋକ ଅଛନ୍ତି, ଯେଉଁମାନଙ୍କ ଶକ୍ତି ପ୍ରଦର୍ଶନ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜିକାଲି ଲୋକମାନେ ବଡ଼ିବିଲ୍‌ଡ଼ିଂ କରି ନିଜକୁ ଶକ୍ତିଶାଳୀ ଦେଖାଇବାକୁ ଚାହାଁନ୍ତି । କିନ୍ତୁ ଅନେକ ଥର ସେମାନଙ୍କର ସ୍ୱାସ୍ଥ୍ୟ ଭଲ ହୋଇ ନ ଥାଏ । କାରଣ ସେମାନେ ସୁସ୍ଥ…

୫୦ ଲକ୍ଷ ଟଙ୍କା ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ

ଝାରସୁଗୁଡା:  ୫୦ ଲକ୍ଷ ଟଙ୍କା ପାଇଁ ଜଣେ ନାବାଳକକୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ସରବାହାଲ ଅଞ୍ଚଳରେ। କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କ ପୁଅ ଯିଏକି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ତାଙ୍କୁ ଅପହରଣ କରି…

କାହିଁକି ଆତ୍ମହତ୍ୟା କଲେ ରମାଦେବୀ କଲେଜର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷର ଛାତ୍ରୀ ପ୍ରଜ୍ଞା ?

ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ହଷ୍ଟେଲ ଭିତରେ ବୁଧବାର ଯୁକ୍ତ ୨ ଛାତ୍ରୀ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତ ଛାତ୍ରୀ ହେଉଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ର ପ୍ରଜ୍ଞା ମହାନ୍ତି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ପାଠପଢାରୁ…

ପୂର୍ବବର୍ଷ ତୁଳନାରେ ସର୍ବାଧିକ ଦରମାରେ ୧୪୭% ବୃଦ୍ଧିରେ IIM ସମ୍ବଲପୁର ପକ୍ଷରୁ ଶତପ୍ରତିଶତ ନିଯୁକ୍ତି

ସମ୍ବଲପୁର: ୨୦୧୫ରେ ଭାରତ ସରକାର ସମ୍ବଲପୁରରେ IIM ପ୍ରତିଷ୍ଠା କରିଥିଲେ । ୨୦୨୧-୨୩ ଶିକ୍ଷା ବର୍ଷରେ ଏହି ଜାତୀୟ ଶିକ୍ଷାନୁଷ୍ଠାନରେ ପଢ଼ିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ଘରୋଇ କ୍ଷେତ୍ରରେ ସର୍ବାଧିକ ବାର୍ଷିକ ୬୪.୬୧ ଲକ୍ଷ ପ୍ୟାକେଜରେ ଚାକିରି ମିଳିଛି ।…

କଳିଙ୍ଗ ଷ୍ଟାଡିୟମ ପରିସରରେ ଟେନିସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ହୋଇଛି ଟେନିସ ସେଣ୍ଟର। ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟେନିସ ସେଣ୍ଟରର ଉଦଘାଟନ କରିଛନ୍ତି। ଏକା ସାଙ୍ଗରେ ୧୫ ଶହ ଦର୍ଶକ ଏକାଠି ବସି ଟେନିସ ମ୍ୟାଚର ମଜା ନେଇପାରିବେ। ଆସନ୍ତା ୪ ତାରିଖରେ କଳିଙ୍ଗ…

ଆସନ୍ତୁ ଜାଣିବା କିଙ୍ଗ କୋହଲି କାହାକୁ ହୀରୋ ମାନନ୍ତି

ବାଙ୍ଗାଲୋର: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏହି ବ୍ୟାଟ୍ସମ୍ୟାନ ଏକ ସାକ୍ଷାତକାରରେ କିଏ ସେ ତାଙ୍କ କ୍ରିକେଟ ଜୀବନର ହୀରୋ ସେ ସମ୍ପର୍କରେ ଖୁଲାସା କରିଛନ୍ତି ।…

ବଣିକ୍ କୋଚିଂ ସେଣ୍ଟର ନାଁରେ ଟିକସ ଠକେଇ ଅଭିଯୋଗ, ଏଠି ବି ବିଜେଡି ଲିଙ୍କ୍ ବାରିଲେ ବିରୋଧୀ

ଭୁବନେଶ୍ୱର: ଶିକ୍ଷାନୁଷ୍ଠାନ ନାଁରେ କୋଟି କୋଟି ଟଙ୍କାର ଟିକସ ଠକେଇ ଅଭିଯୋଗ। ଆଉ ଏହି ଅଭିଯୋଗ ଆସିଛି ଆଇଏଏସ, ଓଏଏସ ପରୀକ୍ଷା ହେଉ ବା ରେଲଓ୍ବେ ବ୍ୟାଙ୍କିଙ୍ଗ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଅନ୍ୟତମ ପସନ୍ଦର କୋଚିଂ ସେଣ୍ଟର ବଣିକ କୋଚିଂ ସେଣ୍ଟର ନାଁରେ। ରାଜଧାନୀରେ ଥିବା ଏହି…

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ‘ସାହିଯାତ’

ପୁରୀ (ସନ୍ତୋଷ ଦାସ): ସାହିଯାତ… ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା । ଯାହା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ଦେଖିବାକୁ ମିଳେ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ ପରମ୍ପରା । ସାହିଯାତ…

ଜାଲ ସାର୍ଟିଫିକେଟ ରାକେଟ: ସୁଶାନ୍ତ ସିଂହଙ୍କ ସହ ଗିରଫ ଅଭିଯୁକ୍ତଙ୍କ ଫଟୋ ଦେଖାଇ ଘେରିଲା ବିରୋଧୀ

ଭୁବନେଶ୍ୱର: ଏବେ ରାଜଧାନୀରେ ତେଜିଲା ଜାଲ୍ ସାର୍ଟିଫିକେଟ ପ୍ରସଙ୍ଗ। ପଶ୍ଚିମଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହି ରାକେଟ ଚାଲିଥିବା ନେଇ ଅଭିଯୋଗ ଆସିଥିଲା। ଏବେ ଏହି ପ୍ରସଙ୍ଗ ବିରୋଧୀ ବିଧାନସଭା ଚାଲିଥିବା ବେଳେ ଉଠାଇ ପୁଣି ଶାସକ ଦଳକୁ ଘେରିଛନ୍ତି। ଏହି ମାମଲାରେ ଗିରଫ ହୋଇଛନ୍ତି ମନୋଜ…