Latest Odisha News

BREAKING NEWS

ଝାରସୁଗୁଡାରେ ଆଦର୍ଶ ଆଚରଣ ବିଧି ଲାଗୁ, ସିଇଓ କହିଲେ; ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ କରିବା ଲକ୍ଷ୍ୟ

ଭୁବନେଶ୍ୱର : ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ଭାରତୀୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡ଼ାରେ ଉପନିର୍ବାଚନ ପାଇଁ ମତଦାନ ଓ ୧୩ ତାରିଖରେ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ଏହି କ୍ରମରେ ଆଜି(ବୁଧବାର)ଠାରୁ ଝାରସୁଗୁଡା…

ଏଣିକି ମନଇଚ୍ଛା ବାଜିବନି ‘ଡିଜେ’, କାର୍ଯ୍ୟାନୁଷ୍ଠାନ ପାଇଁ SPମାନଙ୍କୁ DGPଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଉ ଚଳିବନି ମନଇଛା ଉଚ୍ଚ ଧ୍ବନିରେ ‘ଡିଜେ’ ବଜାଇବା। ଅର୍ଥାତ, ବିନା ଅନୁମତିରେ ବାଜିବନି ‘ଡିଜେ’ । ୬୫ ଡେସିବଲ ଟପିଲେ ଗାଡ଼ି ଜବତ କରିବାକୁ ସମସ୍ତ ଜିଲ୍ଲାର ଏସ୍‌‌ପିମାନଙ୍କୁ ଡିଜିପି ସୁନୀଲ ବଂଶଲ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ବିଧାନସଭାରେ ମଙ୍ଗଳବାର ଏହି ପ୍ରସଙ୍ଗ ଉଠାଇ ଏ…

ଭାରତରେ ଦିନିକିଆ ବିଶ୍ୱକପ ମ୍ୟାଚ ଖେଳିବନି ପାକିସ୍ତାନ !

ମୁମ୍ବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲର ଜେନେରାଲ ମ୍ୟାନେଜର ୱାସିମ ଖାଁ ଆଗାମୀ ଦିନିକିଆ ବିଶ୍ୱକପ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ନ୍ୟୁଟ୍ରାଲ ଭେନ୍ୟୁରେ ମ୍ୟାଚ ଖେଳିପାରେ । ଗତ ସପ୍ତାହରେ ଏସିସି…

ଆତ୍ମ ସମର୍ପଣ କରିବ ଅମ୍ରିତପାଲ; ଭିଡିଓ ଜାରି କରି ରଖିଲା ୩ ସର୍ତ୍ତ

ଚଣ୍ଡିଗଡ଼: ଆତ୍ମ ସମର୍ପଣ କରିପାରେ ଖଲିସ୍ତାନ ବିଛିନ୍ନତାବାଦୀ ନେତା ଅମ୍ରିତପାଲ ସିଂହ। ସପ୍ତାହେରୁ ଅଧିକ ଦିନ ହେବା ପୁଲିସ ଆଖିରେ ଧୂଳି ଦେଇ ଖସି ଚାଲିଥିବା ଅମ୍ରିତପାଲ୍ ଶେଷରେ ପଞ୍ଜାବ ଫେରିଆସିଛି। ସେ ଅମୃତସରରେ ଗୋଲ୍‌ଡେନ୍ ଟେମ୍ପଲ ପାଖରେ ଆତ୍ମ ସମର୍ପଣ କରିପାରେ ବୋଲି କୁହାଯାଉଛି।…

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇଛି। ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୧୩ ତାରିଖରେ ଭୋଟ ଗଣତି ହେବ। ବୁଧବାର(୨୯ ମାର୍ଚ୍ଚ) ଭାରତୀୟ ନିର୍ବାତନ କମିଶନ ଏହି ଘୋଷଣା କରିଛନ୍ତି। ରାଜ୍ୟରେ ୨୨୪ ବିଧାନସଭା ଆସନ ପାଇଁ ଲଢ଼େଇ ହେବ। ଏଥିପାଇଁ ଆଜି…

ଅଧଘଣ୍ଟାରେ ୫ ହଜାରରୁ ଅଧିକ ଥର ବଜ୍ରପାତ, ୫ ଜଣଙ୍କ ମୃତ୍ୟୁ ସୂଚନା

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଥିବା ବେଳେ ଆଜି ଅପରାହ୍ଣରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଧଘଣ୍ଟା ଭିତରେ ୫ ହଜାରରୁ ଅଧିକ ଥର ବଜ୍ରପାତ…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରନ୍ତି ଭାରତୀ : ପ୍ରତିକ୍ରିୟା ଦେଲେ ହର୍ଷ

ମୁମ୍ବାଇ: କମେଡ଼ି କୁଇନ୍ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା । ନିକଟରେ ହର୍ଷ ପତ୍ନୀ ଭାରତୀଙ୍କ ରୋଜଗାର ନେଇ ଏମିତି ପ୍ରତିକ୍ରିୟା ଦେଇଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏକ ସାକ୍ଷାତକାରରେ ହର୍ଷ କହିଛନ୍ତି ଯେ,…

କିଙ୍ଗ୍ କୋବ୍ରାକୁ ଗାଧେଇ ଦେଉଛନ୍ତି ଯୁବକ, ଲୋକେ ଦେଖି ଆଶ୍ଚର୍ଯ୍ୟ

ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । କିନ୍ତୁ ଜଣେ ଯୁବକ ଏକ କୋବ୍ରା…

ଟେକ୍ସାସ୍ ୟୁନିଭରସିଟି ଡଲାସ୍ ପକ୍ଷରୁ ନବୀନ ଜିନ୍ଦଲଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ: ଶିଳ୍ପ, ରାଜନୀତି ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଚେୟାରମ୍ୟାନ୍ ନବୀନ ଜିନ୍ଦଲଙ୍କୁ ଟେକ୍ସାସ ୟୁନିଭରସିଟି (ଡଲାସ) ଦ୍ୱାରା ଆଜୀବନ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୫ ମାର୍ଚ୍ଚ ୨୦୨୩ରେ ବିଶ୍ୱବିଦ୍ୟାଳୟ ଦ୍ବାରା ଆୟୋଜିତ ଏକ…

କରଣ କୁନ୍ଦ୍ରା ସୁଟିଂ ସେଟରେ ଦେଲେ ଇଫତାର ପାର୍ଟି

ମୁମ୍ବାଇ: ଏବେ ଅନେକ ସେଲିବ୍ରିଟ୍ ରମଜାନ ମାସ ପାଳନ କରୁଛନ୍ତି । ପରେ ଇଫତାର ପାର୍ଟିର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତିି । କିନ୍ତୁ ଅଭିନେତା କରଣ କୁନ୍ଦ୍ରା ସିରିଏଲ ‘ତେରେ ଇଶ୍କ ମେନ୍ ଘାୟଲ' ସୁଟିଂ ସେଟ୍‌ରେ ଇଫ୍‌ତାର ପାର୍ଟିର ଆୟୋଜନ କରିଛନ୍ତି । ଏଥିରେ ଧାରାବାହିକର…