ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୮)
କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆଜି ବେଶୀ ଖରାପ ଲାଗିବାରୁ ତମେ ଶୋଇଥିବା ସମୟରେ ମେଡିକେଲ ଯାଇଥିଲି । ଫେରିବାବେଳେ ଅଧରାସ୍ତାରେ ବର୍ଷା ମାଡ଼ ଖାଇବାକୁ ପଡ଼ିଲା । ଆଉ ତା’ପରେ... ।
ସରୋଜ ଚାହିଁଲେ ପଦ୍ମିନୀକୁ । କଥା କହିବା ସମୟରେ ସେ କେବେ ମଧ୍ୟ…