Latest Odisha News

BREAKING NEWS

କାହିଁକି ଜୀବନ ହାରିଲେ ଆଲବମ୍‌ ଅଭିନେତ୍ରୀ ରୁଚିସ୍ମିତା ? ପୋଲିସର ତନାଘନା ଜାରି

ବଲାଙ୍ଗିର : ଓଡ଼ିଆ ଆଲବମ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗତକାଲି ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ କରୁଛି  । ତେବେ କେଉଁ…

ଆଡେନୋଭାଇରସ୍ ସଂକ୍ରମଣ ଚିନ୍ତା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ସାମ୍ପ୍ରତିକ ସମୟରେ, ଥଣ୍ଡା ଓ ଜ୍ୱର ଯୋଗୁଁ ପିଲାମାନଙ୍କର ମୃତ୍ୟୁ ଅନେକ ଲୋକଙ୍କୁ ଦୁଃଖ ଓ ଚିନ୍ତିତ କରିଛି । ପ୍ରତିବର୍ଷ ଶୀତର ଶେଷ ଓ ଗ୍ରୀଷ୍ମ ଆରମ୍ଭ ମଧ୍ୟରେ ପାଣିପାଗ ପରିବର୍ତ୍ତନ ସମୟରେ ଥଣ୍ଡା ଓ ଜ୍ୱର ସହିତ ଶରୀରର ବିଭିନ୍ନ ପ୍ରକାରର ସମସ୍ୟା…

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର : ତେଜିଲା ଭଞ୍ଜନଗର ଜିଲ୍ଲା ମାନ୍ୟତା ଦାବି । ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ ପାଳନ କରାଯାଉଛି । ଘୁମୁସର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଛି । ଏହି ବନ୍ଦ ପାଳନ ଯୋଗୁଁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଲୀଳାମୟଙ୍କ ଚିନ୍ତା ପାରାବାରରେ ବୁଡ଼ିବୁଡ଼ି ପଦ୍ମିନୀ ବାସ୍ତବତାର କଷାଘାତକୁ ଧୀରେଧୀରେ ବିସ୍ମରି ଯାଉଥିଲା । ଆଖି ଆଗରେ ତା’ର ଭାସୁ ନଥିଲା ଚନ୍ଦ୍ରଭାନୁଙ୍କ ଚେହେରା... ହୃଦୟକୁ ବିଦାରିତ କରୁ ନଥିଲା ତାଙ୍କର ବ୍ୟବହାର…

ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା

ପୁରୀ : ଆଜି ହେଉଛି ଚୈତ୍ର ଶୁକ୍ଲ ଷଷ୍ଠୀ। ଏଥିପାଇଁ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବ ସୂର୍ଯ୍ୟଦେବଙ୍କ ରଥଯାତ୍ରା । ଏହି ରଥଯାତ୍ରାକୁ ‘ଚୈତ୍ରଗୁଣ୍ଡିଚା’ ବା ‘ସୌର-ଗୁଣ୍ଡିଚା’ କୁହାଯାଏ। ଏହି ପର୍ବ ଅନୁଯାୟୀ, ଶ୍ରୀମନ୍ଦିର ବେଢ଼ାରେ ସୂର୍ଯ୍ୟଦେବଙ୍କ ବିଜେ ପ୍ରତିମା ରଥରେ ବସି ଭିତର…

ପ୍ରଥମ ଥର ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍, ଆଙ୍କରିଂ କରିବେ ଲୋରିଆ

କଟକ: ପ୍ରଥମ ଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ଚଳିତ ବର୍ଷ ହେବାକୁ ଥିବା ଆଇପିଏଲ୍‌ ସିଜନ୍‌-୧୬ ଓଡ଼ିଆରେ ପ୍ରସାରିତ ହେବା ସହ ଏଥିରେ ଓଡ଼ିଆରେ ଆଙ୍କରିଂ କରିବେ କଟକର ଲୋରିଆ ମହାନ୍ତି। ହିନ୍ଦୀ ଓ ଇଂରାଜୀ ଭଳି ପ୍ୟାନେଲ୍‌ରେ ବି ଓଡ଼ିଆ ଅତିଥି ରହିବେ । ମ୍ୟାଚ୍‌ ପୂର୍ବରୁ…

କବିତା : ନଈ ସେପାରି ଗାଁ

ରାଜ କିଶୋର ନାୟକ  ନଈ ସେପାରି ଗାଁ ସେ ଗାଁ ଉପରେ ସବୁଜ ପତରେ ଲେଖା ମୋ ପ୍ରିୟାର ନାଁ (୦) ଅଳସୀ ନଈର ସୁନେଲୀ ଢେଉରେ ପ୍ରିୟା ମୋ ଦେଖଇ ମୁହଁ ନିର୍ମଳ ଶରତେ ଅନାଵିଳ ଜଳେ ପଖାଳେ ତା ଗୋରା ଦେହ କାଶତଣ୍ଡୀ ବଣେ ପାଦ ଥାପି ଥାପି ଖେଳେ କନକ କନିଆଁ ନଈ ସେପାରି ଗାଁ…

ହାଇଓ୍ୱାକୁ ଧକ୍କା ଦେଲା ବସ୍‌; ଚାଲିଗଲା ୨ଜଣକ ଜୀବନ

ଭୁବନେଶ୍ୱର : ଭୋରୁ ଭୋରୁ ଅଘଟଣ । ହାଇଓ୍ୱାକୁ ଧକ୍କା ଦେଲା ବସ୍‌ । ବସ୍‌ଟି ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ହାଇଓ୍ୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଆଜି ଭୋର୍ ୪.୧୦ ସମୟରେ ଚାନ୍ଦିପୋଷ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।…

ଭାଷା ଭାଗବତ : ବହୁସ୍ତରୀୟ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଥିଲେ ବି ଉନ୍ନତ ସାହିତ୍ୟ ଭାଷା ହୁଏନି ଚିରାଦୃତ ଲାଟିନ୍‌, ଗ୍ରୀକ୍‌ ଓ ସଂସ୍କୃତ ପ୍ରମାଣ କରଂତି ଏ ସତ ସର୍ବସ୍ତରୀୟ ପ୍ରଚଳନ ନ ହେଲେ ଭାଷାର ସମ୍ମାନ କେଉଁଠି କେବେ ବଢ଼େନାହିଁ ଏ କଥା ବୁଝୁନୁ କିପାଇଁ ? ଏଠାରେ ଶିକ୍ଷାପ୍ରାପ୍ତ ଲୋକ…

ସ୍ୱାସ୍ଥ୍ୟପାଇଁ ଉପକାରୀ କମଳା….

ଆମ ଶରୀର ପାଇଁ ଉପକାରୀ ହେଉଛି ଫଳ । ସମସ୍ତ ଫଳ ମଧ୍ୟରୁ କମଳା ଅନ୍ୟତମ। ସେଥିପାଇଁ ସମସ୍ତେ କମଳାକୁ ବହୁତ ପସନ୍ଦ କରିଥାଆନ୍ତି । ସକାଳୁ କମଳା ଖାଇବାକୁ ଡାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । କମଳା ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ପ୍ରକାରର ରୋଗ ଦୂର…