Latest Odisha News

BREAKING NEWS

ଶରୀରରେ ୧୨ତମ ଟାଟ୍ଟୁ କଲେ କିଙ୍ଗ କୋହଲି

ବାଙ୍ଗାଲୋର: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଇପିଏଲ ୨୦୨୩ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ କ୍ୟାମ୍ପରେ ଯୋଗ ଦେଇଛନ୍ତି । ୩୪ ବର୍ଷୀୟ କୋହଲ ତାଙ୍କ ହାତରେ ଏକ ନୂଆ ଟାଟ୍ଟୁ କରିିଛନ୍ତି । ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହାକୁ ମିଶାଇ କୋହଲିଙ୍କ ଶରୀରରେ…

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ଜିତିଲେ ନିଖତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ନିଖିତ ଜରୀନ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏଥିସହ ସେ ତାଙ୍କ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛନ୍ତି । ରବିବାର ୪୮ରୁ ୫୦ କିଗ୍ରା ବିଭାଗର ଫାଇନାଲରେ ନିଖତ ଭିଏତନାମର ନ୍ୟୁଗେନ ଥୀ ତାମଙ୍କୁ ୫-୦ରେ ପରାସ୍ତ…

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ…

ଡିସେମ୍ବର ସୁ୍ଦ୍ଧା ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ପୋଲ; କାମର ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ:  ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଚେନାବ ନଦୀ ଉପରେ ନିର୍ମାଣାଧୀନ ଦୁନିଆର ସର୍ବୋଚ୍ଚ ରେଳ ବ୍ରିଜ୍  । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି  ବ୍ରିଜର ନିର୍ମାଣକାର୍ଯ୍ୟର ସମୀକ୍ଷା ପାଇଁ ଯାଇଥିବେଳେ  ଚେନ୍ନାବ ନଦୀ କୂଳରେ ସମ୍ବାଦିକମାନଙ୍କୁ ଏହି ବୃହତ୍ତମ ରେଳବ୍ରିଜ ସମ୍ପର୍କରେ…

ପ୍ରେମରେ ଏମିତି ହୁଏ : ୫୦ ବର୍ଷ ପରେ ମିଶିଲେ ପ୍ରେମୀ ଯୁଗଳ

ନ୍ୟୁୟର୍କ: କୁହାଯାଏ ପ୍ରେମ ଚିରନ୍ତନ । ଏହାର ଶେଷ ନାହିଁ । ବୟସ ବର୍ଗ ନିର୍ବିଶେଷରେ କେତେବେଳେ କେହି ବି ପ୍ରେମରେ ପଡ଼ିଯାଆନ୍ତି,ତାହା ଅଜଣାତରେ ହୋଇଯାଏ । ଏମିତି ଅନେକ ଉଦାହରଣ ଅଛି । ତେବେ ନିକଟରେ ନ୍ୟୁୟର୍କ ବାସିନ୍ଦା ଏକ ପ୍ରେମୀଯୁଗଳଙ୍କ ୫୦ ବର୍ଷ ପରେ ଏକାଠି ହେବା ପ୍ରସଙ୍ଗ ସୋସିଆଲ…

ସୁଇସ ଓପନ ବ୍ୟାଡମିଂଟନ: ସାତ୍ୱିକ-ଚିରାଗଙ୍କୁ ଡବଲ୍ସ ଟାଇଟଲ

ନୂଆଦିଲ୍ଲୀ: ଭାରତର ସାତ୍ୱିକ ସାଇରାଜ ଓ ଚିରାଗ ସେଟ୍ଟୀ ଯୋଡି ସୁଇସ ଓପନ ସୁପର ସିରିଜ ବ୍ୟାଡମିଂଟନର ପୁରୁଷ ଡବଲ୍ସ ଟାଇଟଲ ହାସଲ କରିଛନ୍ତି । ସେମାନେ ଫାଇନାଲରେ ଚୀନ ଟ୍ୟାଙ୍ଗ କ୍ୱିୟାନ ଓ ରେନ ୟୁ ଯୋଡିଙ୍କୁ ୨୧-୧୯ ଓ ୨୪-୨୨ ସେଟରେ ପରାସ୍ତ କରିଥିଲେ । ୨ଟି ଯାକ ସେଟ ବେଶ ସଂଘର୍ଷପୂର୍ଣ୍ଣ…

ପ୍ରଥମ ଓଡ଼ିଆ ଭାବେ BAIର ଉପସଭାପତି ହେଲେ ଅନିନ୍ଦିତା ପୂଜାରୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓକିଲ ଅନିନ୍ଦିତା ପୂଜାରୀ ପ୍ରଥମ ଓଡ଼ିଆ ଭାବେ ଦ ବାର୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ବିଏଆଇ)ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ବିଏଆଇର ଉପସଭାପତି ପଦରେ ଅନିନ୍ଦିତା ୨ ବର୍ଷ ରହିବେ । ଏହା ପୂର୍ବରୁ ଅନିନ୍ଦିତା ଦୁଇଥର ବିଏଆଇର ସାଧାରଣ ସମ୍ପାଦିକା ଭାବେ…

ଇଦ୍‌ରେ ମୁକ୍ତିଲାଭ କରିବନି ସଲମନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ:ବଲିଉଡର ସୁପରଷ୍ଟାର ବା ଭାଇଜାନ ସଲମନ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ' ଙ୍କୁ ନେଇ ତାଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମଟି ଇଦ୍‌ରେ ମୁକ୍ତିଲାଭ କରିବ ବୋଲି କୁହାଯାଉଥିଲା । କିନ୍ତୁ ଏବେ ଏହାର ରିଲିଜ…

ଶ୍ରୀଗୌରବିହାର ଆଶ୍ରମ ଥରେ ବୁଲି ଆସିଲେ ମନ ଶ୍ରୀକୃଷ୍ଣମୟ ହୋଇ ଉଠିବ

ଶ୍ରୀକ୍ଷେତ୍ର ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ । ସାରା ଭାରତରେ ଏହା ଏ ଭଳି ଏକ ଧାର୍ମିକ ସ୍ଥଳ ଯେଉଁଠାରେ ସର୍ବଧର୍ମର ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମର ତେତ୍ରିଶ କୋଟି ଦେବତା ଏଠାରେ ଅଛନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏହା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ।…

ଗଞ୍ଜାମ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଦୁଇ ହଜାର କୋଟିର ଉପହାର: ୨୦ ହଜାର ଲୋକଙ୍କୁ ଜମି ପଟ୍ଟା

ବ୍ରହ୍ମପୁର:ବ୍ରହ୍ମପୁର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାବାସୀଙ୍କୁ ଦେଇଛନ୍ତି  ୨,୦୦୦ କୋଟି ଟଙ୍କାର ଭେଟି । ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ରବିବାର ବ୍ରହ୍ମପୁର ଗସ୍ତରେ ଯାଇ…