Latest Odisha News

BREAKING NEWS

୨୦୨୨ ପାଇଁ କମଳା ଶତପଥୀ ପାଇଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’

ଭୁବନେଶ୍ୱର : ସୃଜନ ଓ ଅନୁସୃଜନ ଉଭୟରେ ପ୍ରସିଦ୍ଧି ଲାଭ କରିଥିବା ବିଶିଷ୍ଟ ଲେଖିକା କମଳା ଶତପଥି ଅନୁବାଦ ପୁସ୍ତକ ‘ସୁନେଲି ବାଦଲ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଛନ୍ତି । ବିଶିଷ୍ଟ ତେଲୁଗୁ ଲେଖକ ସଇଦ ସଲିମଙ୍କ ‘ଭେଣ୍ଡି ମେଘମ’ର ଏହା ଓଡ଼ିଆ ଅନୁବାଦଶତପଥୀ…

ବିବାହ ଭୋଜିରେ ସୁନାଗହଣା ଚୋରି କରୁଥିଲେ ୱେଟର, ବାନ୍ଧିଲା ପୋଲିସ

ରାଉରକେଲା: ୱେଟର ବେଶରେ ଲୁଟେରା । ବିବାହ ଭୋଜିରେ ୱେଟର ଭାବେ କାମ କରୁଥିଲେ, ହେଲେ ମନ ରହୁଥିଲା ଚୋରିରେ । ଏଭଳି ଏକ ଗ୍ୟାଙ୍ଗର ୩ ଜଣ ଚୋରଙ୍କୁ ଗିରଫ କରିଛି ରଘୁନାଥପାଲ୍ଲୀ ଥାନା ପୋଲିସ । ସେମାନଙ୍କ ଠାରୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା ସହ ମୋବାଇଲ୍, ସ୍ମାର୍ଟ ୱାଚ୍ ଜବତ…

ଅଜବ ଅଫର: ଓଜନ ଥିଲେ ୧୫୮ କିଲୋ, ମିଳିବ ମାଗଣାରେ ଖାଦ୍ୟ

ଲାସ୍‌ଭେଗାସ୍‌: ମଲ ହେଉ କି ହୋଟେଲ ବା ଛୋଟବଡ଼ ଦୋକାନ ସମସ୍ତେ ବିଭିନ୍ନ ଅଫର ଦେଇଥାନ୍ତି । ସେଥିଲାଗି ସେଠାରେ ଲୋକଙ୍କ ଭିଡ଼ ଜମିଥାଏ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ମଲ ବା ହୋଟେଲ ବର୍ଷ ସାରା ଅଫର ରଖିଥାନ୍ତି । କିନ୍ତୁ ଏମିତି ଏକ ହୋଟେଲ ଅଛି, ଯେଉଁଠି ଅଜବ ଅଫର ରହିଛି । ଅଫରଟି ହେଲା…

ନୀତୁଙ୍କ ପରେ ସ୍ୱିଟୀ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଭାରତୀୟ ବକ୍ସରଙ୍କ ପାଇଁ ଆଜି ଖୁସିର ଦିନ । ଦେଶର ଦୁଇ ଷ୍ଟାର ଖେଳାଳି ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ୨ଟି ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀତୁ ଘଣସନ ୪୫ରୁ୪୮ କିଗ୍ରା ବିଭାଗରେ ସ୍ୱର୍ଣ୍ଣ ଜିତିବା ପରେ ସ୍ୱିଟୀ ବୁରା ୭୫ରୁ ୮୧ କିଗ୍ରା ବିଭାଗରେ ଏହି…

ସାହି ଯାତ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ

ପୁରୀ:  ଶ୍ରୀକ୍ଷେତ୍ରରେ ହେବାକୁ ଥିବା ସାହିଯାତକୁ ନେଇ ଆଠ ସାହି ଆଖଡାର ସମନ୍ଵୟ କମିଟି ପ୍ରସ୍ତୁତି ବୈଠକ  ବାଲି ସାହି ଆଖଡାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ହେବାକୁଥିବା ସାହିଯାତକୁ ଜିଲ୍ଲା ପ୍ରଶାସନ ଓ ଆଠ ସାହି ଆଖଡାର ମୁରବୀଙ୍କ ଊପସ୍ଥିତରେ ସାହିଯାତକୁ କିପରି ସରସ ସୁନ୍ଦର…

ହତ୍ୟା ମାମଲାରେ ଗିରଫ ହେଲେ ଅବସରପ୍ରାପ୍ତ ଯବାନ

କଟକ: ଏକ ଗୁଳିକାଣ୍ଡ ହତ୍ୟା ମାମଲାରେ କଟକ ଜିଲ୍ଲା ଆଠଗଡ଼ ଥାନା ପୋଲିସ ଜଣେ ଅବସରପ୍ରାପ୍ତ ଯବାନଙ୍କୁ ଗିରଫ କରିଛି । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଫେବ୍ରୁଆରୀ ୧୩ ତାରିଖରେ ଜେନାପଡ଼ାରେ ଗୁଳିକାଣ୍ଡ ହୋଇଥିଲା । ପିଲାଟି ଦିନରୁ ଅଭିଯୁକ୍ତ ବଂଶୀଧର ନାୟକ ଓରଫ୍…

ଏମିତି ଆପାର୍ଟମେଣ୍ଟ: ଯେଉଁଠି ରୁହନ୍ତି କେବଳ ଅପରାଧୀ

ଲଣ୍ଡନ: ସମସ୍ତଙ୍କର ଖଣ୍ଡେ ଭଲ ଘର କରିବାକୁ ସ୍ୱପ୍ନ ଥାଏ । ସେହି ଘରେ ସେ ଖୁସିରେ ଦିନ କାଟିବା ସହ ସୁରକ୍ଷିତ ବି ରହିପାରୁଥିବ । ଆଜି ଏମିତି ଏକ ଆପାର୍ଟମେ ବିଷୟରେ କହିବୁ ଯେଉଁଠି ଜଣେ ମଣିଷ ନିଜକୁ ସୁରକ୍ଷିତ ମନେ କରିବା ତ ଦୂରର କଥା,ପ୍ରତି ପାଦେ ପାଦେ ରହିଛି ଜୀବନ ପ୍ରତି ବିପଦ । ଏହି…

କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ବଢ଼ିଛି ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା

ଭୁବନେଶ୍ୱର: କୋଭିଡ୍‌ ପରବର୍ତ୍ତୀ ଅବସ୍ଥାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସ୍ବାଭାବିକ ହେବା ପରେ ଯକ୍ଷ୍ମା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଏମ୍‌ସ ଭୁବନେଶ୍ୱରରେ ୨୦୨୨ ମସିହାରେ ୬୭୪ ଜଣ ଯକ୍ଷ୍ମା (ଟିବି) ରୋଗୀ ଚିହ୍ନଟ ହୋଇଥିଲେ । ଯାହାକି ୨୦୨୧ରେ ଏହି ଜାତୀୟ ସ୍ବାସ୍ଥ୍ୟ…

ସୁଟ୍‌-ବୁଟ୍ ପିନ୍ଧି ପର୍ବତ ଚଢିଲେ ଯୁବକ: ୪୧ ହଜାର ମିଟର ଉଚ୍ଚରେ ଦେଖି ପର୍ବତାରୋହୀ ହେଲେ ଆଶ୍ଚର୍ଯ୍ୟ

ଟୋକିଓ: ଜଣେ ବ୍ୟକ୍ତିଙ୍କୁ ସ୍ଥାନ କିମ୍ବା ପରିବେଶ ଅନୁଯାୟୀ ନିଜକୁ ପ୍ରସ୍ତୁତ କରିବା ଉଚିତ୍ । ଖାସ୍‌କରି ପୋଷାକରେ । ସେ ଅଫିସ ହେଉ କି ସମୁଦ୍ର କୂଳ ଭିନ୍ନ୍ ଭିନ୍ନ ସ୍ଥାନକୁ ଭିନ୍ନ ଭିନ୍ନ ପୋଷାକ ହିଁ ଶୋଭାପାଇଥାଏ । ଜଣେ ଯୁବକ ସୁଟ୍ ଓ ବୁଟ୍ ପିନ୍ଧି ୪୧ ହଜାର ମିଟର ଉଚ୍ଚ ପାହାଡ଼ ଚଢି ଏବେ…