Latest Odisha News

BREAKING NEWS

ମଦ ପିଇ ଗାଡି ଚଳାଉଥିବା ଅଭିଯୋଗରେ ଗିରଫ ହେଲେ ୨୬୮ ଜଣ

ଭୁବନେଶ୍ୱର: ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କୁ ଧରିବା ପାଇଁ ଗୁରୁବାରଠୁ ଓଡିଶା ପରିବହନ ବିଭାଗ ପକ୍ଷରୁ ଧରପଗଡ ଆରମ୍ଭ ହୋଇଛି। ଗୁରୁବାର ପ୍ରଥମ ଦିନରେ ୨୬୮ ଜଣ ସାରା ଓଡ଼ିଶାରୁ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ପରିବହନ ବିଭାଗର ଅତିରିକ୍ତ କମିସନର ଶୁକ୍ରବାର ଏହି ସୂଚନା…

ଐତିହ୍ୟ ସୁରକ୍ଷା ଚିନ୍ତା: ଏଏସଆଇ ନିର୍ଦ୍ଦେଶ ଦେବାର ୭ ବର୍ଷ ପରେ ସିଲ୍ ହେଲା ଖଣ୍ଡଗିରି ଉଦୟଗିରି ରାସ୍ତା

ଭୁବନେଶ୍ୱର: ଐତିହ୍ୟ ସ୍ଥାନଗୁଡ଼ିକୁ ଯାନବାହନ ଚଳାଚଳ ଓ ପ୍ରଦୂଷଣରୁ ସୁରକ୍ଷା କରିବା ପାଇଁ ୨୦୧୫ରେ ଏଏସ୍ଆଇ ପକ୍ଷରୁ ରାଜଧାନୀ ଉପକଣ୍ଠରେ ଥିବା ଖଣ୍ଡଗିରି ଓ ଉଦୟଗିରି ରାସ୍ତା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ କିନ୍ତୁ ଐତିହ୍ୟସ୍ଥଳରେ ସ୍ଥିତି ଆହୁରି ଖରାପ ହେବା ପରେ ପ୍ରଶାସନ…

‘ଓଡ଼ିଶା ପର୍ବ’ରେ ମୁଢି ମାଂସ ସହିତ ଛେନାପୋଡର ମଜା ନେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜିତ ହୋଇଯାଇଛି ‘ଓଡ଼ିଶା ପର୍ବ – ୨୦୨୩’। ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର କଳା ସଂସ୍କୃତି ସହ ଓଡିଆ ଖାଦ୍ୟ ପ୍ରଦର୍ଶିତ ହେବା ଖୁସିର ବିଷୟ। ଏହି…

କାଚ ବୋତଲରେ ବିଦେଶୀ ବ୍ରାଣ୍ଡର ଷ୍ଟିକର ଲଗାଇ ବିକ୍ରି ହେଉଥିଲା ନକଲି ମଦ

ସମ୍ବଲପୁର: ଶୁକ୍ରବାର ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ରାଣୀବନ୍ଧ ଅଞ୍ଚଳରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତର ନାଁ ସୁରଜ ବେହେରା। ନକଲି ଔଷଧ, ତେଲ, ସସ୍, ସିମେଣ୍ଟ୍ ଜବତ ହେବା ପରେ ନକଲି ମଦ ଜବତ ହେବା ପରେ…

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ: ମାପିଚୁପି ଜବାବ ଦେଲା ବିଜେଡି

ଭୁବନେଶ୍ୱର: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ଶୁକ୍ରବାର ଓଡ଼ିଶା ବିଧାନସଭାରେ ମଧ୍ୟ ତାତି ଦେଖିବାକୁ ମିଳିଥିଲା। ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକ ଅଯୋଗ୍ୟ ଘୋଷଣା କରାଯିବାକୁ ନେଇ ହୋହଲ୍ଲା କରିବା ଆରମ୍ଭ କରିଥିଲେ। କଂଗ୍ରେସର ବରିଷ୍ଠ ନେତା…

ନକଲି ମାଟ୍ରିକ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଚାରି ପୋଷ୍ଟ ମାଷ୍ଟର ନିଖୋଜ!

ବଲାଙ୍ଗୀର: ପୋଷ୍ଟ ମାଷ୍ଟର ଚାକିରି କରିବାକୁ ଯାଇ ଦେଇଥିଲେ ନକଲି ମାଟ୍ରିକ ସାର୍ଟିଫିକେଟ। ଚାକିରି କରିବାର କିଛି ଦିନ ପରେ ଧରାପଡ଼ିଛି ଅସଲ ଗୁମର। ଡାକ ବିଭାଗ ତଦନ୍ତ କରିବା ସହିତ ପୋଲିସ ତଦନ୍ତ ଆରମ୍ଭ କରିବା ଦେଖି୍ ନିଖୋଜ ହୋଇଯାଇଛନ୍ତି ବଲାଙ୍ଗୀର ଜିଲ୍ଲାରେ ନିଯୁକ୍ତି ପାଇଥିବା…

ବଜାରକୁ ଆସିବ ବିଶ୍ୱର ପ୍ରଥମ ବିୟର ପାଉଡର : ଦୁଇ ମିନିଟରେ ପ୍ରସ୍ତୁତ ହୋଇଯିବ ବିୟର

ବର୍ଲିନ : ବିୟର ପାନୀୟକୁ ଭଲ ପାଉଥିବା ଗ୍ରାହକମାନଙ୍କ ପାଇଁ ଭଲ ଖବର । କାରଣ ଏବେ ବଜାରରେ ଉପଲବ୍ଧ ହେବାକୁ ଯାଉଛି ବିୟର ପାଉଡ଼ର । ଅର୍ଥାତ୍ ବିୟର ପାର୍ଲରକୁ ନ ଯାଇ ଘରେ ବସି ଯେ କେହି ବିୟର ପାନୀୟ ପ୍ରସ୍ତୁତ କରିପାରିବେ । ଏହାର ଟେଷ୍ଟ ଅବିକଳ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବିୟର ଭଳି ।…

୪ ଦିନିଆ ମହିଳା ଶିଳ୍ପୀ ଶିବିର ଉଦ୍‌ଯାପିତ

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡ଼େମୀ,ଓଡିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଚାଲିଥିବା ୪ ଦିନିଆ ପାରମ୍ପରିକ କାଗଜ ମୁଖା ଓ କଣ୍ଢେଇ ପ୍ରସ୍ତୁତ ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଶିବିରରେ ଶିଳ୍ପୀମାନଙ୍କ ଦ୍ୱାରା…

ବରଫରେ ଆଚ୍ଛାଦିତ ହେଲା କାର

ନ୍ୟୁୟର୍କ: ଜଳ ବିହୁନେ ସୃଷ୍ଟିନାଶ, ଜଳ ବହୁଳେ ସୃଷ୍ଟିନାଶ । ପୃଥିବୀର ବିଭିନ୍ନ ପ୍ରାନ୍ତରେ ଜଳବାୟୁ ଆଧାରରେ କେଉଁଠି ପ୍ରବଳ ଖରା ତ ଆଉ କେଉଁଠି ଦିନର ତାପମାତ୍ରା -୩୦ ଡ଼ିଗ୍ରୀ ତଳକୁ ଖସୁଛି । ନ୍ୟୁୟର୍କରେ ତାପମାତ୍ରା ଏତେ ତଳକୁ ଖସିଛି ଯେ, ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏଠି ବରଫ ଝଡ଼…

ଆଇଏଏସ ନିକୁଞ୍ଜ ଧଳ ହେଲେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ, ସତ୍ୟବ୍ରତ ସାହୁଙ୍କୁ ଏସଆରସି ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଏକ ଛୋଟିଆ ଅଦଳ ବଦଳ କରିଛନ୍ତି। ଏହି କ୍ରମରେ ରାଜ୍ୟ ସରକାର ସୁଶୀଲ କୁମାର ଲୋହାନୀଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ପଦରୁ ଅବ୍ୟାହତି ଦେଇ ତାଙ୍କ ସ୍ଥାନରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ…