Latest Odisha News

BREAKING NEWS

କ୍ରିକେଟର ଶ୍ରେୟସ ଆୟରଙ୍କର ହେବ ସର୍ଜରୀ; ଖେଳି ନ ପାରନ୍ତି IPL ଓ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍

ମୁମ୍ବାଇ: ଟିମ୍ ଇଣ୍ଡିଆ ମିଡିଲ୍‌ ଅର୍ଡର ବ୍ୟାଟର ତଥା ଆଇପିଏଲ୍‌ କୋଲକାତା ନାଇଟ୍‌ ରାଇଡର୍ସର କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କର ପିଠିରେ ଆଘାତ ଲାଗିଥିବାରୁ ତାଙ୍କର ସର୍ଜରୀ ହୋଇପାରେ। ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି। ବର୍ଡର ଗାଭାସ୍କର ଟ୍ରଫି୍ ୨୦୨୩ ଅନ୍ତିମ ମ୍ୟାଚ୍‌ରୁ ବାଦ ପଡ଼ିଥିବା…

ଦୈନିକ କୋଭିଡ-୧୯ ସଂକ୍ରମଣ ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୪ କରୋନା ପଜିଟିଭି ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ଦେଶରେ ସକ୍ରିୟ ହାର ୧.୦୯ ପ୍ରତିଶତ ହୋଇଥିବା  ବେଳେ…

ରାଜଧାନୀର ଏହି ରାସ୍ତାରେ ବନ୍ଦ ରହିବ ଗାଡି ଚଳାଚଳ

ଭୁବନେଶ୍ୱର: ଭୁବନେଶ୍ୱରର ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତାରେ ଗଡିବନି ଗାଡି  ।  ଯାନବାହନ ପାଇଁ ବନ୍ଦ ରାଯାଇଛି ଖଣ୍ଡଗିରି-ଉଦୟଗିରି ନିକଟସ୍ଥ ରାସ୍ତା  । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏହି ଐତିହ୍ୟସମ୍ପନ୍ନ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖିବାକୁ…

ଆଫଗାନିସ୍ତାନରେ ୬ ଥର ଭୂକମ୍ପ ଝଟକା: ୯ ମୃତ, ୧୮୦ ଆହତ

ନୂଆଦିଲ୍ଲୀ:  ଆଫଗାନିସ୍ତାନରେ ଗତକାଲି ରାତିରେ କେନ୍ଦ୍ରୀଭୂତ ହୋଇଥିବା ଭୀଷଣ ଭୂମିକମ୍ପ ବିଭିନ୍ନ ଦେଶରେ ପ୍ରଭାବ ପକାଇଛି । ଭୂକମ୍ପ ଝଟକାରେ ଥରି ଉଠିଛି ଭାରତରୁ ପାକିସ୍ତାନ । ପାକିସ୍ତାନରେ ଭୂକମ୍ପ ପ୍ରଭାବରେ  ବର୍ତ୍ତମାନସୁଦ୍ଧା  ୯ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି ।  ୧୮୦ରୁ ଅଧିକ…

ଶ୍ରୀଜୀଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ: ବୁଧବାର(ମାର୍ଚ୍ଚ ୨୨) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ସୁଙ୍ଗାର ହେବ। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ୪ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି…

ସୁନ୍ଦରଗଡ଼ରେ ଜଣ୍ଡିସ ଆତଙ୍କ; ୪୦ରୁ ଅଧିକ ରୋଗୀ ଚିହ୍ନଟ ପରେ ନମୁନା ସଂଗ୍ରହ ଆରମ୍ଭ

ସୁନ୍ଦରଗଡ଼; ସୁନ୍ଦରଗଡ଼ରେ ବ୍ୟାପିଲାଣି ଜଣ୍ଡିସ୍। ଜିଲ୍ଲାର କୋଇଡ଼ା ଓ ଲହୁଣିପଡ଼ା ବ୍ଲକ୍‌ରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି। ଲହୁଣିପଡ଼ା ବ୍ଲକ୍‌ର ଟେନ୍‌ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବରସୁଆଁ ଟାଉନସିପ୍‌ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍‌…

ରାଜଧାନୀ ରାସ୍ତାରେ ପୋଷା କୁକୁରଙ୍କୁ ମଳତ୍ୟାଗ ମନା: ନ ମାନିଲେ ମାଲିକ ଗଣିବେ ୧୦ ହଜାର ତଣ୍ଡ

ଭୁବନେଶ୍ୱର:ପୋଷା କୁକୁର ମାଲିକଙ୍କ ଲାଗି କଠୋର ନିୟମ ଆଣିବ ବିଏମସି । ପୋଷା କୁକୁରଙ୍କୁ ଆଉ ରାସ୍ତାକଡରେ ମଳ ତ୍ୟାଗ କରାଇପାରିବେ ନାହିଁ । ଯଦି କରାଇବେ ତେବେ ୧୦ ହଜାର ଟଙ୍କା ଗଣିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ପୋଷା କୁକୁରଙ୍କ ଲାଗି ବିଏମସିର ମାର୍ଗଦର୍ଶିକା ଚୂଡାନ୍ତ ପର୍ଯ୍ୟାୟରେ…

ସରକାରୀ ଇଚ୍ଛାଧୀନ କୋଟାରେ ୯୩ ଆବଣ୍ଟନ ବାତିଲ, ୭୯ ଜଣଙ୍କ ବିରୋଧରେ ମାମଲା ରୁଜୁ

ଭୁବନେଶ୍ୱର: ୧୯୯୬ ମସିହାରୁ ଇଚ୍ଛାଧିନ କୋଟାରେ ଆବଣ୍ଟିତ ପ୍ଲଟ୍ ଘର ଓ କୋଠାକୁ ବାତିଲ କରାଯାଇଛି। ଏହି ମାମଲାରେ ମୋଟ ୭୯ ଜଣଙ୍କର ମାମଲା ହୋଇଛି। ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ ପ୍ରଶ୍ନ…

 ହୋଡିଂ ଉପରେ ହାଇଡ୍ରାମା: ୪୦ ଫୁଟ  ଟାୱାର ଉପରେ ଚଢି ଆତ୍ମହତ୍ୟା ଧମକ

ଭୁବନେଶ୍ୱର:ହୋଡିଂ ଉପରେ ହାଇଡ୍ରାମା । ୪୦ ଫୁଟ ଏକ ହୋଡିଂ ଟାୱାରରେ ଚଢିଗଲେ ଜଣେ ବ୍ୟକ୍ତି l ଆତ୍ମହତ୍ୟା ଧମକ ଦେଉଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ୨ ଘଣ୍ଟା କାଳ ନାକେଦମ ହେବାକୁ ପଡିଥିଲା । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା  …

ଫାଶୀଦଣ୍ଡର ବିକଳ୍ପ ଚିନ୍ତା କରିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ:ଫାଶୀଦଣ୍ଡର ଆଉ କ’ଣ ବିକଳ୍ପ ରହିଛି ? ମୃତ୍ୟୁ ଦଣ୍ଡାଦେଶ ପାଇଁ ଫାଶୀ ବଦଳରେ ଆଉ କେଉଁ ପଦ୍ଧତି ଲାଗୁ କରାଯାଇ ପାରିବ ? ଅନ୍ୟ ଦେଶମାନଙ୍କରେ ଫାଶୀ ଉଠିଗଲାଣି । ତେଣୁ ଖୁବ ଶୀଘ୍ର ଏହାଉପରେ ବିଚାର କରିବା ପାଇଁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି । ଫାଶୀ ଦଣ୍ଡଠାରୁ ଆଉ କ’ଣ କମ…