ପକ୍ଷୀ ସହ ପିଟି ହେବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କଲା ଏୟାର ଏସିଆ
ଭୁବନେଶ୍ୱର: ମଝି ଆକାଶରେ ପକ୍ଷୀ ସହ ପିଟି ହେବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି ଏୟାର ଏସିଆ ବିମାନ। ସଂଧ୍ୟା ୭ଟାରେ ବେଙ୍ଗାଲୁରୁ ଅଭିମୁଖେ ଏୟାର ଏସିଆର ଆଇ୫-୧୫୬୩ ବିମାନ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟରେ ପକ୍ଷୀଟି ସହ ବିମାନଟି ପିଟି ହୋଇଥିବା…