Latest Odisha News

BREAKING NEWS

କମେଡିଆନ ତଥା ଆପ ନେତା ଖୟାଲୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ

ଜୟପୁର: ଲୋକପ୍ରିୟ କମେଡିଆନ ତଥା ଆମ ଆଦମୀ ପାର୍ଟିର ନେତା ଖୟାଲୀଙ୍କ ନାମରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମହିଳା ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ କାମ ଦେବା ବାହାନାରେ ହୋଟେଲକୁ ଡକାଇଥିଲେ । ସେମାନେ ସେଠାରେ ପଂହଚିବା ପରେ ଖୟାଲୀ ଅସଭ୍ୟ ଆଚରଣ ପ୍ରଦର୍ଶନ କରିଥିଲେ । ମହିଳାଙ୍କ…

ତମାଣ୍ଡୋରେ ଉଗ୍ର ରୂପ ନେଲା ଡ୍ରାଇଭର ଆନ୍ଦୋଳନ ; ପୋଲିସର ଲାଠିଚାର୍ଜ

ଭୁବନେଶ୍ୱର:ଦ୍ୱିତୀୟ ଦିନରେ ଉଗ୍ରରୂପ ନେଉଛି ଡ୍ରାଇଭର ଆନ୍ଦୋଳନ । ଆଜି ଅପରାହ୍ନରେ ତମାଣ୍ଡୋରେ ମୁହାଁମୁହିଁ ହୋଇଛନ୍ତି ଦୁଇଗୋଷ୍ଠୀ ଡ୍ରାଇଭର  । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଓହରିବ ନାହିଁ ବୋଲି ଜିଦରେ ଡ୍ରାଇଭର ମହାସଂଘ ଅଟଳ ଥିବାବେଳେ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି ବାହାର…

ଅରୁଣାଚଳ ପ୍ରଦେଶ ସୀମା ନିକଟରେ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଅରୁଣାଚଳ ପ୍ରଦେଶର ଚୀନ ସୀମା ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଥିବା ୨ ପାଇଲଟଙ୍କ ଶବ ମିଳିଛି । ଗୁରୁବାର ସକାଳ ୯ଟା୧୫ରୁ ଏୟାର ଟ୍ରାଫିକ କଂଟ୍ରୋଲ ସହ ଚିତା ହେଲିକପ୍ଟରର ସମ୍ପର୍କ ଚ୍ଛିନ୍ନ ହୋଇଥିଲା ବୋଲି ଗୁଆହାଟୀର ଜନସମ୍ପର୍କ…

ଝାରଖଣ୍ଡର କାହାଣୀ, ଭୁବନେଶ୍ୱରରେ ସୁଟିଂ ‘ଜ୍ୱିଗାଟୋ’: ଆସନ୍ତାକାଲି ହେବ ରିଲିଜ

ଭୁବନେଶ୍ୱର: ରିଲିଜ ହେବାକୁ ଯାଉଛି ନନ୍ଦିତା ଦାସ ନିର୍ଦ୍ଦେଶିତ ଫିଲ୍ମ ଜ୍ୱିଗାଟୋ । ସାରା ଦେଶାରେ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୧୭ରେ ରିଲିଜ ହେବ  । ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ଆକ୍ଟର-କମେଡିଆନା କପିଲ ଶର୍ମା ଏବଂ ଶହାନା ଗୋସ୍ୱାମୀ । ରିଲିଜ ପୂର୍ବରୁ ଜ୍ୱିଗାଟୋ ବେଶ…

ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ ମାର୍ଚ୍ଚ ୧୭ରୁ, କୋହଲିଙ୍କ ଟାର୍ଗେଟ ସଚିନଙ୍କ ଶତକ ରେକର୍ଡ

ମୁମ୍ବାଇ: ଟେଷ୍ଟ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଏବେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ କ୍ରିକେଟ ସିରିଜକୁ ହାତେଇବା ଲକ୍ଷ୍ୟରେ ରହିଛି । ୧୭ ମାର୍ଚ୍ଚରୁ ମୁମ୍ବାଇର ୱାଙ୍ଖେଡରେ ଏହି ସିରିଜ ଆରମ୍ଭ ହେବ । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ନେତୃତ୍ୱ…

ଡ୍ରାଇଭରଙ୍କ କବଳରୁ ରାସ୍ତା ମୁକ୍ତ ନ କଲେ ଗଡିବନି ବସ-ଚେତାବନୀ ଦେଲେ ଘରୋଇ ବସ ମାଲିକ ସଂଘ

କଟକ:  ବସ ଚଳାଚଳ ବନ୍ଦ  କରିବେ ବୋଲି ଧମକ ଦେଲେ ଘରୋଇ ବସ ମାଲିକ ସଂଘ । କାରଣ ଆନ୍ଦୋଳନକାରୀମାନେ ଯେପରି ରାସ୍ତାରେ ବସଚାଳକଙ୍କୁ ହଇରାଣ କରୁଛନ୍ତି  । ଆଜି ସନ୍ଧ୍ୟା ସୁଦ୍ଧା  ଆନ୍ଦୋଳନ ବନ୍ଦ କରା ନ ଗଲେ ସେମାନେ ଆଉ ଗାଡି ଗଡାଇବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଘରୋଇ ବସ ମାଲିକ…

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ! ବଜାରକୁ ଆସିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆଜି ମଧ୍ୟ ଭୁବନେଶ୍ୱରର ତମାଣ୍ଡୋ ସହ ବିଭିନ୍ନ ସ୍ଥାନରେ ନିଜର ମହାସଂଘ ତାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ଆଉ ଏହି ଆନ୍ଦୋଳନ ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇଛି ପରିବହନ…

୩ ବର୍ଷ ତଳେ ବଢିଥିଲା, ପୁଣି ବିଧାୟକଙ୍କ ୧୦୦ ପ୍ରତିଶତ ଦରମା ବୃଦ୍ଧି ଦାବି କେତେ ଯୁକ୍ତିଯୁକ୍ତ ?

ଭୁବନେଶ୍ୱର:ଦିଲ୍ଲୀ ବିଧାୟକ, ମନ୍ତ୍ରୀଙ୍କରୂ ଦରମା ବଢିଲା  । ଆମର ବି ବଢିବ । ଗୃହରେ ଏମିତି ଦାବି କରିଛନ୍ତି ଓଡ଼ିଶା ବିଧାୟକ । ଏହାକୁ ସବୁ ଦଳର ବିଧାୟକମାନେ ମଧ୍ୟ ସମର୍ଥନ କରିଛନ୍ତି । ବିଧାସଭା ଚାଲିଥିବାବେଳେ ଦରମା ବୃଦ୍ଧି ନେଇ ରାସ୍ତରେ ଗର୍ଜୁଛନ୍ତି ପ୍ରାଥମିକ ଶିକ୍ଷକ, ଆଶା କର୍ମୀ,…

ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତିଙ୍କ ରୁଲିଂ, କାଲି ଗୃହରେ ଉତ୍ତର ରଖିବେ ପରିବହନ ମନ୍ତ୍ରୀ

ଭୁବନେଶ୍ବର: ଡ୍ରାଇଭର ସଂଘର ରାଜ୍ୟବ୍ୟାପୀ ଧର୍ମଘଟ ନେଇ ବିଧାନସଭାରେ ଆଜି ସରଗରମ ପରିସ୍ଥିତିଦେଖିବାକୁ ମିଳିଥିଲା  ।  ଏହା ପରେ ଡ୍ରାଇଭର ଆନ୍ଦୋଳନ ନେଇ ଆଜି ରୁଲିଂ ଦେଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଆନ୍ଦୋଳନରତ ଡ୍ରାଇଭରଙ୍କ ସହ ଆଲୋଚନା କରି ଆସନ୍ତାକାଲି ଗୃହରେ ବିବୃତି…

ଓଡ଼ିଶାରେ ୧୪ ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ଚିହ୍ନଟ କରାଯାଇଛି; ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  

ଭୁବନେଶ୍ୱର: ରାଜ୍ୟରେ କିଛି ବନ୍ଦର ନିର୍ମାଣ ହେବ। ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୂପଣ ହୋଇଛି ବୋଲି ଏହି ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ। ରାଜ୍ୟରେ ବନ୍ଦର ପ୍ରସଙ୍ଗରେ ଗୃହରେ ଉତ୍ତର ରଖି ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ତେବେ ଓଡ଼ିଶାରେ…