Latest Odisha News

BREAKING NEWS

ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଏବଂ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ସ୍ଥାନୀୟ ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ରାଜ୍ୟ ତଥା ପଦିଶି ରାଜ୍ୟ ଯଥା :- ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଝାଡଖଣ୍ଡ, ମହାରାଷ୍ଟ୍ର,…

ଆଇପିୟୁରେ ପାକିସ୍ତାନ ଉପରେ ବର୍ଷିଲେ ସସ୍ମିତ ପାତ୍ର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବାହରିନରେ ଚାଲିଛି ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର 146 ତମ ବୈଠକ। ଏହି ବୈଠକରେ ପାକିସ୍ତାନ କଶ୍ମୀର ପ୍ରସଙ୍ଗ ଉଠାଇଛି। ଜବାବରେ ଭାରତରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ସସ୍ମିତ ପାତ୍ର ପାକିସ୍ତାନ ଉପରେ ଖୁବ ବର୍ଷିଛନ୍ତି।…

ଆମେରିକାର ଡ୍ରୋନକୁ ମାରି ଖସାଇ ଦେଲା ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଆମେରିକା ସହିତ ଋଷର ବିବାଦ ରହିଛି। ଏହି ସମୟରେ ଆମେରିକାର ଏକ ଡ୍ରୋନକୁ ମାରି ଖସାଇ ଦେଇଛି ଋଷର ଏସୟୁ-27 ଯୁଦ୍ଧ ବିମାନ। ବ୍ଲାକ ସି ବା କଳା ସାଗର ଉପରେ ଏକ ଆମେରିକୀୟ ଡ୍ରୋନ୍ ତଳକୁ ଖସାଇ ଦେଇଛି ପୁଟିନ ସେନା। ଆମେରିକା ସେନା ଦେଇଥିବା ସୂଚନା…

ଝିଅଙ୍କୁ ମନା : ଏଠି ପୁଅମାନେ ବ୍ରା, ନାଇଟ୍ ପିନ୍ଧି କରନ୍ତି ମଡେଲିଂ

ଚୀନ୍ : ଜଣେ ପୁଅ ମହିଳାଙ୍କ ପୋଷାକ ହେଉ ବା ଅନ୍ତବସ୍ତ୍ର ପିନ୍ଧିଥିବାର ଦେଖନ୍ତି ତେବେ ଆପଣଙ୍କ ମୁହଁରେ ଟିକେ ହସ ଆସିବ । ଏହି ଦୃଶ୍ୟକୁ କଳ୍ପନା କରିବା ଆମ ପାଇଁ ଅଜବ ଲାଗିପାରେ । କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠାରେ ପୁରୁଷମାନେ ମହିଳାଙ୍କ ଅନ୍ତବସ୍ତ୍ର ଏବଂ ନାଇଟ୍ ପିନ୍ଧିବାର ଦେଖିବାକୁ…

ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ , ୩ କିଲୋମିଟର ଦୂରକୁ ଶୁଭେ ହାର୍ଟବିଟ୍‌ର ଶବ୍ଦ

କୁହାଯାଏ, ନୀଳ ତିମି ସମୁଦ୍ର ଦୁନିଆର ସବୁଠାରୁ ବଡ ଜୀବ । ବିଶ୍ୱର ଗଭୀର ସମୁଦ୍ର ଭିତରେ ଏହା ପ୍ରାୟତଃ ଦେଖାଯାଇଥାନ୍ତି । ଆକଳନ କୁହେ, ଏହି ଜୀବର ଓଜନ ପ୍ରାୟ ୧୫୦ ଟନ୍‌ରୁ ଅଧିକ । ତେବେ ଏହାର ହୃତପିଣ୍ଡର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୀଳ ତିମିର ହୃତପିଣ୍ଡର ଓଜନ ୧୮୧ କିଲୋ…

ଚୁଇଂଗମ୍‌ରେ ବେଲୁନ୍ ପୁଙ୍କି ରୋଜଗାର କରୁଛନ୍ତି ଯୁବତୀ

ଜର୍ମାନୀ: ଲୋକେ ଟଙ୍କା ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରିଥାନ୍ତି । ତେବେ କେତେବେଳେ, କିପରି, କେଉଁଠାରେ ଓ କାହାର ଭାଗ୍ୟ ଉଜ୍ଜ୍ୱଳ ହେବ କେହି ଜାଣନ୍ତି ନାହିଁ । ଏଭଳି ସ୍ଥିତିରେ ଜର୍ମାନୀର ଜଣେ ମହିଳା ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଏତେ ଟଙ୍କା କିପରି…

ଆଉ ଜଣେ ମୀରା: ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଆଇନ ଛାତ୍ରୀ

ଲକ୍ଷ୍ନୌ : ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ମୀରା ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । କାରଣ ମୀରା ଓ ଶ୍ରୀକୃଷ୍ଣଙ୍କ ଭିତରେ ଥିଲା ଏମିତି ସମ୍ପର୍କ ଯାହା ମଣିଷର ଭାବନାଠାରୁ ବହୁ ଦୂରରେ । ପାଖରେ ନ ପାଉ ଥିଲେ ବି ଜୀବନର ପ୍ରତିଟି ମୁହୂର୍ତ୍ତରେ ମୀରା ଅନୁଭବ କରୁଥିଲେ ପ୍ରଭୁ ଶ୍ରୀକୃଷ୍ଣଙ୍କର…

ଇମ୍ରାନ ଖାନଙ୍କ ଗିରଫଦାରୀ ପୂର୍ବରୁ ପାକିସ୍ତାନରେ ହିଂସା

ଇସଲାମାବାଦ: କୌଣସି ବି ମୁହୂର୍ତ୍ତରେ ଗିରଫ ହୋଇ ପାରନ୍ତି ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଯାହାକୁ ନେଇ ପାକିସ୍ତାନର ଅନେକ ସ୍ଥାନରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ପାକିସ୍ତାନ ଗଣମାଧ୍ୟମ ଅନୁସାରେ, ଇମ୍ରାନଙ୍କୁ ଗିରଫ ପାଇଁ ପୋଲିସ ତାଙ୍କ ବାସଭବନରେ ପହଞ୍ଚିଛି ।…

ଦିଲ୍ଲୀ ଦଙ୍ଗା: ୯ ଅଭିଯୁକ୍ତ ଦୋଷୀ ପ୍ରମାଣିତ, ନିର୍ଦ୍ଧିଷ୍ଟ ସମ୍ପ୍ରଦାୟଙ୍କୁ କରିଥିଲେ ଟାର୍ଗେଟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୨୦ ଦିଲ୍ଲୀ ଦଙ୍ଗାର ଶୁଣାଣୀ କଡକଡୁଡୁମା କୋର୍ଟ ଆଜି କରିଛନ୍ତି । ଏଥିରେ ୯ ଅଭୁଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇଛି । ସେମାନେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରୁଥିଲେ ବୋଲି କୋର୍ଟଙ୍କ ପକ୍ଷରୁ ଶୁଣାଣୀ ବେଳେ କୁହାଯାଇଛି । ପୋଲିସ ଅଭିଯୁକ୍ତଙ୍କ…

ନାଟୁ ନାଟୁ ଗୀତର ତାଳେ ତାଳେ ନାଚିଲେ ଆମେରିକୀୟ ପୋଲିସ

ମୁମ୍ବାଇ: ଓସ୍କାର ଜିତିବା ପରେ ନାଟୁ ନାଟୁ ଗୀତର ଚାହିଦା ଏବେ ସାରା ବିଶ୍ୱରେ ବଢିଛି । ଏହି ଗୀତ ବାଜିବା କ୍ଷଣି ଗୋଡ଼ ଉଠିବା ସ୍ୱଭାବିକ । କେବଳ ଭାରତ କାହିଁକି, ସମଗ୍ର ବିଶ୍ୱରେ ଲୋକମାନେ ଏହି ଗୀତ ନାଟୁ-ନାଟୁରେ ନାଚିବାରେ ନିଜକୁ ଅଟକାଇ ପାରୁ ନାହାନ୍ତି । ଏବେ ଏହି ଗୀତର ଏକ ଭିଡିଓ…