ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଙ୍କଟ । ଅନ୍ୟପଟେ ଖାଉଟିଙ୍କୁ ମହଙ୍ଗା ମାଡ଼। ତୈଳଦର ଦିନକୁ ଦିନ ବଢୁଥିବା ବେଳେ ମଙ୍ଗଳବାର ଦିନ ପେଟ୍ରୋଲ ଓ ଡିଜେଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି ।
ସୂଚନା ଅନୁଯାୟୀ ଆଜି ପେଟ୍ରୋଲ ଲିଟର ପିଛା ପାଖାପାଖି ୦.୨୦ ପଇସା ବଢିଥିବାବେଳେ ଡିଜେଲ୍ ଲି. ପିଛା ୦.୫୫ ପଇସା ବଢିଛି ।ଏହାଫଳରେ ଆଜି ମୁମ୍ବାଇରେ ପେଟ୍ରୋଲ ୮୬.୫୬ ଟଙ୍କାରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ଏହା ଲିଟର ପ୍ରତି ୭୯.୭୬ ଟଙ୍କାରେ ପହଞ୍ଚିଛି ।
ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ଡିଜେଲ ଲିଟର ପିଛା ୭୯.୪୦ ଟଙ୍କାରେ ପହଞ୍ଚିଥିବା ବେଳେ ମୁମ୍ବାଇରେ ଲିଟର ପ୍ରତି ୭୭.୭୯ ଟଙ୍କାରେ ପହଞ୍ଚିଛି ।ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଆଜି ୮୦.୩୩ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ଦର ଲିଟର ପ୍ରତି ୭୭.୫୯ ପଇସାରେ ପହଞ୍ଚିଛି ।
BREAKING NEWS
- ସାପ କାମୁଡାରେ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ
- ବୟସ ଲୁଚାଇବାକୁ ଯାଇ ଏଚଆଇଭି ସଂକ୍ରମିତ ହେଲେ ୩ଜଣ ମହିଳା
- କଳାହାଣ୍ଡି ଲୋକସଭା କ୍ଷେତ୍ରରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ, ‘ଓଡିଶାରେ ସବୁବେଳେ ନବୀନବାବୁଙ୍କ ଇଞ୍ଜିନ ହିଁ ଚାଲିବ’
- କାର୍-ବୋଲେରୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
- ରୋମାଂଚକ ମୁକାବିଲାରେ ଦିଲ୍ଲୀ ବିଜୟୀ, ହରଡଘଣାରେ ପଡିଲା ମୁମ୍ବାଇ
- ଷ୍ଟାଡିୟମରେ ପିଲାଙ୍କ ଭଳି ଦଉଡି ଦଉଡି ଗୁଡି ଧରିଲେ ପନ୍ତ
- ସ୍ପାଇଡର ମ୍ୟାନ ହୋଇ ଷ୍ଟଂଟ କରୁଥିଲେ, ପୋଲିସ ଛଡାଇଲା ହୀରୋଗୀରି
- ପୁନମ ମହାଜନଙ୍କ କଟିଲା ଟିକେଟ୍, ଉଜ୍ଜ୍ୱଳ ନିକମଙ୍କୁ ପ୍ରାର୍ଥୀ କଲା ବିଜେପି
- ଦକ୍ଷିଣ ଭାରତରେ ଜଳ ସଙ୍କଟ ଚିନ୍ତାଜନକ
- ପାଣି ନାହିଁ ତ ଭୋଟ୍ ବି ନାହିଁ, ନେତାଙ୍କୁ ଗାଁରେ ପୁରାଇ ଦେବୁନୁ