Latest Odisha News

BREAKING NEWS

ଫୁଲ୍ କ୍ରିମ୍ ମିଳ୍କ ଏବଂ ଟୋନ୍‌ଡ ମିଳ୍କ ମଧ୍ୟରେ କଣ ରହିଛି ପାର୍ଥକ୍ୟ? ଜାଣନ୍ତୁ

ନିୟମିତ କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ କେଉଁ କ୍ଷୀର ପିଇବା ଉଚିତ ଏବଂ କେଉଁଟା ନୁହେଁ ଜାଣନ୍ତି କି?

ଟୋନ୍‌ଡ୍ ମିଳ୍କ୍‌ କଣ?

ଯେତେବେଳେ ଟୋନ୍‌ଡ୍ ମିଳ୍କ ପ୍ରସ୍ତୁତ କରାଯାଏ ସେଥିରୁ ଚର୍ବି ଅଂଶକୁ ବାହାର କରି ଦିଆଯାଏ। ଏଥିରେ ଖୁବ୍ କମ୍ ମାତ୍ରାର ଚର୍ବି ରହିଥାଏ। ଯେଉଁମାନେ କମ୍ କ୍ୟାଲୋରୀ ଯୁକ୍ତ କ୍ଷୀର ପିଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ସର୍ବୋତ୍ତମ।

ଫୁଲ୍ କ୍ରିମ୍ ମିଳ୍କ୍‌ କଣ?

ଏଥିରୁ କ୍ରିମ୍ ଏବଂ ଚର୍ବିକୁ ବାହାର କରାଯାଇ ନ ଥାଏ। ଏହା ବିଶେଷ କରି ଶିଶୁ ଓ ଯୁବକମାନଙ୍କ ପାଇଁ ବେଶ୍ ଉପଯୋଗୀ ହୋଇଥାଏ। ଏହା ପିଲାମାନଙ୍କ ଶରୀର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

Leave A Reply

Your email address will not be published.