Latest Odisha News

BREAKING NEWS

ଭୁବନେଶ୍ୱର ବିମାନ ବନ୍ଦରରୁ ୮ଲକ୍ଷ ଟଙ୍କାରୁ ଅଧିକ ପରିମାଣର ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ପୁଣିଥରେ ବିପୁଳ ପରିମାଣର ସୁନା ଜବତ କରିଛି ।

ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୨୫୪.୪୭ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୮ଲକ୍ଷ ୨୦ହଜାର ୧୫୬ ଟଙ୍କା ହେବା ନେଇ ଜଣାପଡିଛି ।

ତେବେ ଏହି ସୁନା କ୍ୱାଲାଲମ୍ପପୁରରୁ ଜଣେ ବ୍ୟକ୍ତି ତାଙ୍କ ବ୍ଲାକ ଟେପ୍ ଓ ପଲିଥିନ ସାହାର୍ଯ୍ୟରେ ସୁନାକୁ ପାଇଡର ରୂପେ ମଳଦ୍ୱାରରେ ଲୁଚାଇ ଆଣୁଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ବିମାନବନ୍ଦରରେ ଧରାପଡିଛନ୍ତି ।

Leave A Reply

Your email address will not be published.