Latest Odisha News

BREAKING NEWS

ସ୍ୱାସ୍ଥ୍ୟ ପାଇଁ ଉପକାରୀ ଆମ୍ବ ପତ୍ର,ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: ଫଳ ଭିତରେ ରାଜା ହେଉଛି ଆମ୍ବ । ଏହା କେବଳ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । କିନ୍ତୁ ଆମ୍ବ ଭଳି ଏହାର ପତ୍ରରେ ମଧ୍ୟ ରହିଛି ଅନେକ ଉପକାରୀ ଗୁଣ।

ମଧୁମେହ ରୋଗୀଙ୍କ ପାଇଁ ଆମ୍ବପତ୍ର ଅନେକ ଉପକାରୀ । କଅଁଳିଆ ଆମ୍ବ ପତ୍ରରେ ଅନ୍ଥୋସିଆନିଡିନ୍ସ ନାମକ ଏକ ଉପାଦାନ ଥାଏ, ଯାହା ପ୍ରାଥମିକ ପର୍ଯ୍ୟାୟର ଡାଇବେଟିସ୍ ମୁକାବିଲା କରିବାରେ ସହାୟକ ହୋଇଥାଏ ।

ଆମ୍ବ ପତ୍ର ଶୁଖାଇ ଗୁଣ୍ଡ କରି ପିଇହେବା । ନଚେତ୍ କଞ୍ଚା ଆମ୍ବ ପତ୍ର ଶିଖାଇ ଏହାର ପାଣି ମଧ୍ୟ ପିଇ ହେବ ।

ଆମ୍ବ ପତ୍ରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାର କ୍ଷମତା ମଧ୍ୟ ରହିଛି । ଏହା ବ୍ୟତୀତ ଆମ୍ବ ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ମଧ୍ୟ ଅଛି ।

Leave A Reply

Your email address will not be published.