Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ କଟକ: ରାସ୍ତା ଉପରେ ୪ ଫୁଟର ପାଣି ସୁଅ

କଟକ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ ରୌପ୍ୟ ନଗରୀ କଟକ ।

ପ୍ରବଳ ବର୍ଷା ଯୋଗୁଁ କଟକର ଅନେକ ଅଞ୍ଚଳର ରାସ୍ତା ଉପରେ ଚାଲିଛି ପାଣି ସୁଅ ।ଲଗାଣ ବର୍ଷାରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ରାସ୍ତା ଉପରେ ପାଖାପାଖି ୪ ଫୁଟ ଉଚ୍ଚତାର ପାଣି ସୁଅ ଚାଲିଛି । ବିଶେଷ କରି ବାଙ୍କୀ ଅଞ୍ଚଳର ବଳିପଦା-ତାଳବସ୍ତା ମୁଖ୍ୟ ରାସ୍ତା ଉପରେ ଚାଲିଛି ପାଣି ସୁଅ । ଏହାଦ୍ୱାରା ଗମନାଗମନ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଶହ ଶହ ଏକର ଚାଷ ଜମି ମଧ୍ୟ ବନ୍ୟାଜଳରେ ବୁଡି ରହିଛି ।

Leave A Reply

Your email address will not be published.