Latest Odisha News

BREAKING NEWS

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଥାନା ଅଧିକାରୀ

ବଲାଙ୍ଗିର: ଭିଜିଲାନ୍ସ ହାତରେ ପୋଲିସ ବାବୁ । ଲାଞ୍ଚ ନେଇ ଧରା ପଡ଼ିଛନ୍ତି ବଲାଙ୍ଗିର ଜିଲ୍ଲା ସିନ୍ଧକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା । ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବା ଲାଗି ଆଇଆଇସି ଆଲୋକ କୁମାର ବେହେରା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ଆଲୋକଙ୍କୁ ୨୫ ହଜାର ଲାଞ୍ଚ ଟଙ୍କା ସହ ଭିଜିଲାନ୍ସ ଧରିଛି । ଲାଞ୍ଚ ଟଙ୍କା ସହ ସିନ୍ଧେକେଲା ଆଇଆଇସି ଧରା ପଡ଼ିବା ପରେ ଆଲୋକଙ୍କ ଅଫିସ୍ ସହ କଟକ ଓଲଟପୁର ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ରେଡ୍ ଜାରି ରଖିଛି ।

Leave A Reply

Your email address will not be published.