Latest Odisha News

ଚୀନର ଅନୁପ୍ରବେଶ ଉଦ୍ୟମ ଭଣ୍ଡୁର କଲେ ଭାରତୀୟ ସେନା: ସର୍ଭେଲାନ୍ସ ସିଷ୍ଟମ, କ୍ୟାମେରା ଭାଙ୍ଗିଲେ

ଲଦାଖ: ଚୀନକୁ ମଙ୍ଗଳବାର ଭାରତୀୟ ସେନା ଆଉ ଏକ ଝଟକା ଦେଇଛନ୍ତି । ଏଲଏସିରେ ଚୀନ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲା । ଏହାର ଖବର ପାଇବା ସେନା ଆଲର୍ଟରେ ରହିଥିଲା । ସୀମାରେ ପଂହଚିବା ପରେ ଭାରତୀୟ ସେନା ଚୀନର ସର୍ଭେଲାନ୍ସ ସିଷ୍ଟମ ଓ କ୍ୟାମେରା ଭାଙ୍ଗିବା ସହ ସେଠାରୁ ଘଉଡାଇ ଦେଇଥିଲା । ଏହା ପରେ ବ୍ଲାକ ଟପ ପୋଷ୍ଟକୁ କବଜା କରି ନେଇଥିଲା ।

ଏହାକୁ କବଜା କରିବା ପରେ ଚୀନର ଷଡଯନ୍ତ୍ରରେ ବାଧା ଉପୁଜିଛି । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟା ପାଇଁ ଆଲୋଚନା ଚାଲିଥିବା ବେଳେ ଚୀନ ବାରମ୍ବାର ଭୁଲ କରୁଛି ବୋଲି ସେନା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.