Latest Odisha News

BREAKING NEWS

ସିଜଫାୟାର ଉଲ୍ଲଂଘନ ଜବାବରେ ଭାରତର ଏହା ପିନ୍ ପଂଏଟ ଷ୍ଟ୍ରାଇକ ଥିଲା

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରୁ ପିଓକେରେ ଭାରତ ପୁନର୍ବାର ସର୍ଜିକାଲ ଷ୍ଟ୍ରାଇକ କରିଥିବା ରିପୋର୍ଟ ବିଭିନ୍ନ ୱେବସାଇଟରେ ପ୍ରକାଶ ପାଇଛି । ପିଟିଆଇ ପ୍ରଥମେ ଏହାକୁ ବ୍ରେକିଂ କରିଥିଲା । ପରେ ବିଭିନ୍ନ ନ୍ୟୁଜ ଏଜେନ୍ସି ଏହି ରିପୋର୍ଟର ସତ୍ୟତା ସ୍ପଷ୍ଟ ହେଉଛି । ଭାରତୀୟ ବାୟୁସେନା ପାକିସ୍ତାନର ବାରମ୍ବାର ସିଜଫାୟାର ଉଲ୍ଲଂଘନ ଯୋଗୁ ସର୍ଜିକାଲ ଷ୍ଟ୍ରାଇକ ନ କରି ପିନ ପଂଏଟ ଷ୍ଟ୍ରାଇକ କରିଛି ।

୧୩ ନଭେମ୍ବର ଆକ୍ରମଣ ଜବାବରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ଏଥିରେ ପିଓକେରେ ଆତଙ୍କବାଦୀଙ୍କ ଅନେକ ଲଂଚ ପ୍ୟାଡ ନଷ୍ଟ ହୋଇଛି । କଣ ନଷ୍ଟ ହୋଇଛି ଏବେ କେତେ ଆତଙ୍କବାଦୀ ମରିଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.