ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।
ଏଯାବତ୍ ତାଙ୍କର ପରିଚୟ ମିଳିପାରିନାହିଁ।
Jammu and Kashmir: One terrorist killed in Rawalpora area of Shopian, in an encounter with security forces that began yesterday. The joint operation is underway.
(Visuals deferred by unspecified time) pic.twitter.com/OjsIxKamNw
— ANI (@ANI) March 14, 2021
ଏହି ଏନକାଉଣ୍ଟର ଜିଲ୍ଲାର ରାୱଲପୋରା ଅଞ୍ଚଳରେ ଶନିବାର ଠାରୁ ଆରମ୍ଭ ହୋଇଥିବା ସୁତ୍ରରୁ ପ୍ରକାଶ।
Comments are closed.