Latest Odisha News

BREAKING NEWS

Browsing Tag

terrorist

୨୬/୧୧ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଅବ୍ଦୁଲ ସଲାମର ଜେଲରେ ମୃତ୍ୟୁ

ଲାହୋର: ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନାରେ ସାମିଲ୍ ଥିବା ଅବ୍ଦୁଲ ସଲାମ ଭୁଟ୍ଟାବିର ପାକିସ୍ତାନ ଜେଲରେ ମୃତ୍ୟୁ ହୋଇଛି । ପଞ୍ଜାବ ପ୍ରଦେଶର ଶେଖପୁରା ଜେଲରେ ଟେରର୍ ଫଣ୍ଡିଂ ମାମଲାରେ ବନ୍ଦୀ ଥିଲା ଅବ୍ଦୁଲ ସଲାମ । ୨୦୨୦ରେ ଲସ୍କର ଏ ତୋଏବାର ସରଗନା ହାଫିଜ୍ ସଇଦ…

“ଭାରତରେ ରକ୍ତର ନଦୀ ବୁହାଇବୁ”-ପାକିସ୍ତାନ ମାଟିରେ ଏମିତି ଖୋଲାଖୋଲି ଧମକ ଦେଲା ମୋଷ୍ଟ ୱାଣ୍ଟେଡ…

ରାଓଲପିଣ୍ଡି:ପାକିସ୍ତାନରେ ସେଲିବ୍ରିଟିଜଙ୍କୁ ଭାରତୀୟ ଗୀତିକାର ଜାବେଦ ଅଖତାରଙ୍କ ଏକ ଟିପ୍ପଣୀ କଟାଘାରେ ଚୁନ ଦେବା ପରି ଲାଗିଛି । ହେଲେ ସେଲିିବ୍ରିଟିମାନେ ଏହି ସମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କୀ ହାଫିଜ ସଇଦର ଭାଇରାଲ ଭିଡିଓ ଉପରେ ଚୁପ ରହିଛନ୍ତି । ଭାରତରେ ହୋଇଥିବା ଅନେକ ଆତଙ୍କୀ…

ଛୁଇଁଲେ ଫାଟିଯିବ ପରଫ୍ୟୁମ୍ ବୋମା, ଜାମ୍ମୁକାଶ୍ମୀରରୁ ଗିରଫ ଆତଙ୍କବାଦୀଙ୍କଠୁ ଜବତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ବିଭିନ୍ନ ଆକ୍ରମଣ ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି । ଗତ ୨୧ ତାରିଖରେ ନରୱାଲରେ ହୋଇଥିବା ଆଇଡି ବିସ୍ଫୋରଣରେ ୯ ଜଣ ଆହତ ହୋଇଥିଲେ । ଉକ୍ତ ମାମଲାରେ ପୋଲିସ ଜଣେ ଆତଙ୍କବାଦୀକୁ ଗିରଫ କରିଛି । ଆତଙ୍କବାଦୀ ଜଣଙ୍କ ପାକିସ୍ତାନର ଲସ୍କର ଏ ତୋଇବା…

ଅମୀର ଖାନଙ୍କ ଘର ଉପରେ ବୁଲିଲା ବୁଲଡୋଜର

ଜମ୍ମୁକଶ୍ମୀର: ଜମ୍ମୁ କଶ୍ମୀର ପ୍ରଶାସନ ପକ୍ଷରୁ ଶନିବାର ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆମୀର ଖାନର ଉପରେ  ବୁଲଡୋଜର ବୁଲିଛି । ଅମୀର ଖାନର ଘର ଚାରି ପାଖରେ ଥିବା ବିରାଟ ପାଚେରୀକୁ ଭାଙ୍ଗି ଦିଆଯାଇଛି ।  ଜମ୍ମୁ-କଶ୍ମୀରର ପାଲଗାମ ଅନ୍ତର୍ଗତ ଲେୱର ଗାଁରେ ଥିଲା ଆତଙ୍କୀ…

ନିଜ ଜାଲରେ ଫସିଲା ପାକିସ୍ତାନ; ଥାନାକୁ କବ୍ଜା କଲେ ତାଲିବାନୀ, କର୍ମଚାରୀ ପଣବନ୍ଦୀ

ପେଶାୱାର୍‌:ଶେଷରେ ନିଜ ଜାଲରେ ନିଜେ ଫସିଲା ପାକିସ୍ତାନ । ଯେଉଁ ଆତଙ୍କବାଦୀଙ୍କୁ ସହାୟତା ଦେଇ ନିଜ ସ୍ୱାର୍ଥ ପାଇଁ କାମରେ ଲଗାଉଥିଲା ଆଜି ସେଇ ଆତାଙ୍କବାଦ ତା ପାଇଁ ନାଗଫାଶ ସାଜିଛି  । ଆତଙ୍କବାଦୀମାନେ ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖୈବର୍‌-ପଖ୍‌ତୂନ୍‌ଖ୍ୱାରେ ରବିବାର ଏକ  ଥାନାକୁ…

ସୁନ୍ଦର ଚେହେରା ଦେଖି ନିରୀହ ଭାବିଯିବେନି; ଇଏ ହେଉଛନ୍ତି ଆତଙ୍କୀ ଦୁନିଆର ହ୍ୱାଇଟ୍ ଓ୍ୱିଡୋ ସାମନ୍ଥା ଲୁଇସ୍…

କେନିଆ : ଫଟୋରେ ସୁନ୍ଦରୀ ଯୁବତୀଙ୍କୁ ଦେଖି ତାଙ୍କୁ ନିରୀହ ଭାବିଯିବେନି । ‘ଆତଙ୍କର ହ୍ୱାଇଟ୍ ଓ୍ୱିଡୋ’ ଭାବେ ସେ ପରିଚିତ । ୪ ଶହ ଲୋକଙ୍କ ଜୀବନ ନେଇଛନ୍ତି ଏଇ ସୁନ୍ଦର ତରୁଣୀ । ନାଁ ତାଙ୍କର ସାମନ୍ଥା ଲୁଇସ୍ ଲ୍ୟୁଥଓ୍ୱେଟ୍ । ଆତଙ୍କୀ ଦୁନିଆର ବେଗମ୍ । ବ୍ରିଟେନର କୁଖ୍ୟାତ ମହିଳା ଆତଙ୍କୀ…

ଆଇଏସ ଆତଙ୍କବାଦୀଙ୍କୁ ହେଲିକପ୍ଟରରେ ଆସି ଉଡାଇନେଲା ଆମେରିକା ସେନା

ଫିଲ୍ମ ଷ୍ଟାଇଲରେ ଆଇଏସ ଆତଙ୍କବାଦୀକୁ ଟେକି ନେଇଗଲା ଆମେରିକା ସେନା । ଆମେରିକାକୁ ଧମକ ଦେଉଥିବା ଏକ ଆତଙ୍କବାଦୀକୁ ସିରିଆରୁ ତାର ଘରେ ପଶି ଆମେରିକାର ସୁରକ୍ଷାକର୍ମୀ ତାକୁ ଉଠାଇନେଇଥିବା ଖବର ଏବେ ଚର୍ଚା ହେଉଛି । ଦୁଇଟି ସାମରିକ ହେଲିକପ୍ଟର ସିରିଆର ଅଲ-ହୁମାଇରାରେ ଅବତରଣ କରିବା ପରେ…

ଆତଙ୍କବାଦୀ ବଲିଉଲ୍ଲାହକୁ ମିଳିଲା ଫାଶୀଦଣ୍ଡ

ବାରଣାସୀ: ଶେଷରେ ଆତଙ୍କବାଦୀ ବଲିଉଲ୍ଲାହକୁ  ମିଳିଲା ଫାଶୀ ଦଣ୍ଡ । ୟୁପିରେ ସିରିଜ ବିସ୍ଫୋରଣ ଘଟାଇଥିବା ଅପରାଧରେ ଆତଙ୍କବାଦୀ ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ଗାଜିଆବାଦ କୋର୍ଟ  ।  ୧୬ବର୍ଷ ଧରି ଚାଲିଥିବା ଏହି ମାମଲାରେ ଦୋଷୀକୁ ଦଣ୍ଡ ମିଳିଛି  । ଉତ୍ତରପ୍ରଦେଶର ବାରଣାସୀରେ…

ଦିନେ ଥିଲା ପୋଲିସ ଇନଫର୍ମର୍ , ଆଜି ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ !

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ସମ୍ମୁଖୀନ ହେବା ପାଇଁ ଭାରତୀୟ ସେନା ଅବା ପୋଲିସ ନିଜର ଅଗଣିତ ଇନଫର୍ମରଙ୍କୁ କାମରେ ଲଗାଇଥାନ୍ତି । ଏଥିପାଇଁ ତାଙ୍କୁ ଅଳ୍ପ ବହୁତ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥାଏ । ତେବେ ନିକଟରେ ଜଣେ ପୋଲିସ ଇନଫର୍ମର୍ ନିଜ ଦେଶ ସହ ବେଇମାନି କରିଥିବା ଜାଣି ଗୃହ ମନ୍ତ୍ରାଳୟ…

ଶ୍ରୀନଗର ପୋଲିସ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଭୁବନେଶ୍ୱର: ଆତଙ୍କବାଦୀଙ୍କ କାଳ ସାଜିଛି ଶ୍ରୀନଗର ପୋଲିସ । ଆଜି ହରୱାନ୍ ଅଂଚଳରେ ପୋଲିସ ଏନକାଉଣ୍ଟରରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିଲେ । ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର-ଏ-ତୋଏବାର ଜଣେ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଥିବା ସୂଚନା ମିଳିଛି । ନିହତ ଆତଙ୍କବାଦୀ ଜଣକ କୁଖ୍ୟାତ ତଥା…