Latest Odisha News

BREAKING NEWS

ଟିଭି ସିରିଜ୍ ଯୋଦ୍ଧା ଅକବରର ଅଭିନେତ୍ରୀ ମନୀଷାଙ୍କ ଦେହାନ୍ତ

ମୁମ୍ବାଇ: ଟେଲି ନଗରୀରେ ଦୁଃଖଦ ଖବର । ଆଉ ନାହାଁନ୍ତି ଚର୍ଚ୍ଚିତ ଅଭିନେତ୍ରୀ ମନୀଷା ଯାଦବ । ଟିଭି ସିରିଜ୍ ଯୋଦ୍ଧା ଅକବରରେ ତାଙ୍କ ନିପୁଣ ଅଭିନୟ ଦର୍ଶକଙ୍କ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ।

ଅଭିନେତ୍ରୀ ମନୀଷା ସିରିଜ୍ ଯୋଦ୍ଧା ଅକବରରେ ସଲିମା ବେଗମ ଭାବେ ଦର୍ଶକଙ୍କ ସାମ୍ନାକୁ ଆସିଥିଲେ । ଚଳିତ ମାସ ୧’ ତାରିଖରେ ବ୍ରେନ୍ ହେମ୍‌ରେଜ୍‌ରେ ତାଙ୍କର ଅକସ୍ମାତ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମନୀଷାଙ୍କ ମୃତ୍ୟୁ ଖବରକୁ ପ୍ରଥମେ ତାଙ୍କ ସହ-ଅଭିନେତ୍ରୀ ପରିଧି ଶର୍ମା ସୋସିଆଲ ମିଡିଆରେ ସେୟାର କରିଥିଲେ ।

Leave A Reply

Your email address will not be published.