Latest Odisha News

BREAKING NEWS

କଥାକୁହା ଫଟୋ: ପାଟକୁରା ନିର୍ବାଚନ ବିଜୟ ହାସଲ ପରେ ବିଜେଡ଼ି ସଭାପତିଙ୍କୁ କର୍ମୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ପାଟକୁରାରେ ବିଜେଡ଼ିର ବିପୁଳ ବିଜୟ ପରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳର କର୍ମୀ ଓ ନେତାମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଏହି ବିଜୟର ଶ୍ରେୟ ଦଳୀୟ ନେତା ଓ କର୍ମୀଙ୍କ କଠିନ ପରିଶ୍ରମକୁ ଦେବା ସହ ବିଜୁ ଜନତା ଦଳ ଉପରେ ନିରନ୍ତର ଆସ୍ଥା ଓ ବିଶ୍ୱାସ ରଖିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.