Latest Odisha News

ଅଢ଼େଇ କିଲୋର ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ବ୍ରହ୍ମପୁର: ସୁନା ଦୋକନାରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଅଢ଼େଇ କିଲୋର ସୁନା ଗହଣା । ବ୍ରହ୍ମପୁର ବଡବଜାର ଅଂଚଳରେ ଘଟିଛି ଏଭଳି ବଡ ଧରଣର ଲୁଟ୍ । ବଡ଼ବଜାର ମୁଖ୍ୟ ରାସ୍ତାରେ ଥିବା ବିନୋଦ ଜୁଏଲର୍ସରେ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି  ।

ଦୋକାନର ଆଇରନ୍ ଚେଷ୍ଟରେ ଥିବା ୨କିଲୋ ୮ଶହ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟେରା ମାନେ ଚୋରି କରିନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.