Latest Odisha News
Browsing Tag

Rajastan

ଏହି ଦୁର୍ଗରେ ଲୁଚି ରହିଛି ପୁଳାଏ ପୁଳାଏ ସୁନାରୂପା

ରାଜସ୍ଥାନ: ଭାରତର ଇତିହାସ ଯେତିକି ସମୃଦ୍ଧ ଏବଂ ପୁରୁଣା, ଏହାର କାହାଣୀ ଏବଂ ରହସ୍ୟ ମଧ୍ୟ ଚକିତ କଲା ଭଳି ରହିଛି ।  ରାଜସ୍ଥାନରେ ବହୁତ ପ୍ରାସାଦ ଏବଂ ଦୁର୍ଗ ରହିଛି ଓ ସେମାନଙ୍କର ନିଜସ୍ୱ କାହାଣୀ  ମଧ୍ୟ ଅଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବିକାନେରର ଜୁନାଗଡ ଦୁର୍ଗ । ଏହି ଦୁର୍ଗରେ…

ଭାରତର ଭୂତିଆ ଗାଁ; ସଂଧ୍ୟା ପରେ ଏଠାକୁ ଯିବା ମନା

ରାଜସ୍ଥାନ:ଏମିତି ଏକ ଗାଁ ରହିଛି , ଯେଉଁଠି ଦିନବେଳା ବି ସେହି ଗାଁକୁ ଯିବାକୁ ଭୟ କରନ୍ତି ଲୋକେ । ସେଠାରେ ରାତିରେ ଯିଏ ରହିଛି, ଆଉ ସେଠାରୁ ଫେରିନାହିଁ ବୋଲି ଲୋକେ କହନ୍ତି । ଏପରି ମଧ୍ୟ ପର୍ଯ୍ୟଟକମାନେ ଦିନ ସମୟରେ ଏହି ଗ୍ରାମ ମଧ୍ୟକୁ ଯାଇ ସଂଧ୍ୟା ପୂର୍ବରୁ ଫେରିବାର ନିୟମ ରହିଛି ।…

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ଦ୍ବିତୀୟ ବିବାହ କରନ୍ତି ସ୍ବାମୀ

ଜୟପୁର : ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ ହେଉଛି ଭାରତ। ଏଠରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ହେଲେ ଆମ ଦେଶରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ଏହି…

ବର୍ଷକୁ ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଗଣେଶ ମନ୍ଦିର

ଭୁବନେଶ୍ୱର :  ହିନ୍ଦୁ ପରମ୍ପରାରେ ଶ୍ରୀଗଣେଶଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି  । ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା କୁହାଯାଏ ।ସେଥିପାଇଁ ପ୍ରତ୍ୟକ ଶୁଭ କାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶଙ୍କୁ ଆରାଧନା କରାଯାଏ । ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ…

ରାଜସ୍ଥାନର ବିକାନେର୍‌ଠାରେ ୪.୮ ତୀବ୍ରତାର ଭୂକମ୍ପ

ଜୟପୁର: ରାଜସ୍ଥାନର ବିକାନେରରେ ଭୂମିକମ୍ପ । ଆଜି ସକାଳ ୭.୪୨ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଚର ସ୍କେଲରେ ତୀବ୍ରତା ଥିଲା ୪.୮ । ଏନେଇ ନ୍ୟାସନାଲ୍ ସେଣ୍ଟର୍‌ ଫର୍‌ ସେସମୋଲୋଜି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ବେକାନେରଠାରୁ ୪୧୩ କିଲୋମିଟର…

ବିଧ୍ୱଂସୀ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ସୀମାରେ ଚାଲିଥିବା ତିକ୍ତତା ସମୟରେ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଆଜି ସଫଳତାର ସହ 'ନାଗ' ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ୟ୍ୟାୟକୁ ପରୀକ୍ଷଣ କରିଛି । ସକାଳ ୬ଟା ୪୫ ମିନିଟରେରେ ରାଜସ୍ଥାନର ପୋଖରାନ୍…