Latest Odisha News

ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ

ଭୁବନେଶ୍ୱର : ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଆ ଚଳଚ୍ଚିତ୍ର ତୁ ମୋର ଜୀବନର ଭାଲେନଟାଇନର ମହୁରତ ଅନୁଷ୍ଠିତ ହୋଇ ଯାଇଛି। ଏହି ଚଳଚିତ୍ରରେ ଭାଲେଣ୍ଟାଇନର ଏକ ଭିନ୍ନ ରୂପକୁ ଟୁଇଷ୍ଟ ହିସାବରେ ଦେଖିବାକୁ ମିଳିବ ।
ଏହି ଚଳଚିତ୍ରରେ ମନୀଷା ମିଶ୍ର, ସଂଜୀବ ପରିଡା, ଲଷ୍ମୀ ପ୍ରିୟା ସାହୁ , ରବି ବାବୁ ଗୁଡଲି, ଲକି ଓ ବିଶ୍ଵନାଥ ଅଭିନୟ କରିବେ।

ଏହି ଚଳଚିତ୍ରଟିର ପ୍ରୟୋଜକ ଡ଼ ବଦ୍ରୀନାଥ ପଟ୍ଟନାୟକ , ଚିତ୍ରନାଟ୍ୟ ନିର୍ଦ୍ଦେଶନା ବାବୁ ବାବୁ, ସହ ନିର୍ଦ୍ଦେଶନାରେ ରଜତ ପାଢ଼ୀ , ସଙ୍ଗୀତରେ ଜୟଦେବ ମିଶ୍ର , ସଂଳାପରେ ସନ୍ତୋଷ ମହାପାତ୍ର, ନୃତ୍ୟରେ ସନ୍ତୋଷ ନାୟକ ଓ କ୍ୟାମେରା ଦାୟିତ୍ୱରେ ରଜତ ଶତପଥୀ ପ୍ରମୁଖ ରହିଛନ୍ତି।

Leave A Reply

Your email address will not be published.