Latest Odisha News

BREAKING NEWS

Browsing Tag

Odia movie

ଭାଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ‘ଆଶିକ୍ ସରେଣ୍ଡର ହେଲା’

ଭୁବନେଶ୍ବର : ବିଶ୍ୱାସ ପ୍ରଡକସନ୍ସ ପ୍ରଯୋଜିତ ଓଡ଼ିଆ ଫିଲ୍ମ ଆଶିକ୍ ସରେଣ୍ଡର ଭଲେଣ୍ଟାଇନ୍ ସପ୍ତାହରେ ପରଦାକୁ ଆସିବ ବୋଲି ପ୍ରେସ୍ କ୍ଲବରେ ଟ୍ରେଲର ରିଲିଜ ଉତ୍ସବରେ ଫିଲ୍ମର ନିର୍ମାତା ରାଜା ପ୍ରକାଶ କରିଛନ୍ତି । ସିନେମାର କାହାଣୀ ସମ୍ପୂର୍ଣ୍ଣ ରୋମାଣ୍ଟିକ ହୋଇଥିବା ବେଳେ ପ୍ରେମ୍…

ଚଳିତ ମାସରେ ହଲକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ମନସ୍କ’

ଭୁବନେଶ୍ୱର: ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ‘ମନସ୍କ’ ଚଳିତ ମାସରେ ସାରା ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଭିନ୍ନ ଧରଣର ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ମାନସ ସାହୁ । ସେ କହିଛନ୍ତି,…

ରଜରେ ବଡ଼ ପରଦାକୁ ଆସିବ ଅନୁଭବଙ୍କ ଅଭିନୀତ ରାବଣ

ଭୁବନେଶ୍ୱର: ରଜରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ରାବଣ । ଫିଲ୍ମ ରାବଣର ପ୍ରଥମ ପୋଷ୍ଟର ସହ ଟିଜର ରିଲିଜ୍ ହୋଇଛି । ଯେଉଁଥିରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିବ । ଓଡ଼ିଆ ସହ ହିନ୍ଦୀ ଭାଷାରେ ରିଲିଜ୍ ହେବାକୁ ଥିବା ରାବଣ ଫିଲ୍ମର ଏହା ହେଉଛି ପ୍ରଥମ ଭାଗ । ଯାହାକି…

ଲଭ୍‌, ରୋମାନ୍ସ, ଆକ୍ସନ ନେଇ ଆସୁଛି ‘ଫେରିଲେ ମୁଁ ତୁମର’ 

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ‘ଫେରିଲେ ମୁଁ ତୁମର’  । ଆଉ ଦର୍ଶକଙ୍କ ପାଇଁ ନେଇ ଆସିଛି ଲଭ୍‌, ରୋମାନ୍ସ ଭରା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’  । ସୁଧାକର ବସନ୍ଥଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମର ଅଡିଓ, ଟ୍ରେଲର ରିଲିଜ ହୋଇଯାଇଛି  । ତେବେ ଏହି ଫିଲ୍ମର କାହାଣୀଟି ଏକ…

ପରଦାକୁ ଆସିବ ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା

ଭୁବନେଶ୍ୱର: କମେଡି, ରୋମାନ୍ସ ଆଉ ସସପେନ୍ସ । ପରଦାକୁ ଆସିବାକୁ ଯାଉଛି ସସପେନ୍ସରେ ଭରା ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପା । ଅପ୍ପୁ କାନୁନଗୋଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ମାମା ୱେଡ୍ସ ପାପାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ନୂଆବର୍ଷରେ ପରଦାକୁ ଆସିବ । ଫିଲ୍ମରେ କୁନି ଝିଅ ତା…

୧୧ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପୋଲିସ ବାବୁ’

ଭୁବନେଶ୍ୱର: ଡ୍ରାମା, କମେଡି ସାଙ୍ଗକୁ ମନଛୁଆଁ ଗୀତ । ରିଲିଜ୍ ହେବାକୁ ଯାଉଛି ଜବରଦସ୍ତ ଓଡ଼ିଆ ଫିଲ୍ମ ‘ପୋଲିସ ବାବୁ’ । ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ କରିବ ଓଡ଼ିଆ ଫିଲ୍ମ ‘ପୋଲିସ ବାବୁ’ । ଫିଲ୍ମ ରିଲିଜ୍ ପୂର୍ବରୁ ଅଡିଓ ରିଲିଜ୍ ହୋଇଛି । ‘ପୋଲିସ ବାବୁ’ ଚଳଚ୍ଚିତ୍ରରେ ଅଭିନେତା…

‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଚଳଚ୍ଚିତ୍ର ‘ଦମନ’ ହେଲା ଟିକସ ମୁକ୍ତ । ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ  କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଦମନ’ର ପ୍ରଦର୍ଶନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି । ବାସ୍ତବ ଜୀବନରେ ମାଲକାନଗିରିର…

ଉନ୍ମୋଚିତ ହେଲା ‘ଭୋକ’ର ସଙ୍ଗୀତ ଓ ପୋଷ୍ଟର

ଭୁବନେଶ୍ୱର : ଜ୍ୟୋତି ପ୍ରଡକସନ ଆନୁକୂଲ୍ୟରେ ନିର୍ମିତ ଚଳଚ୍ଚିତ୍ର ଭୋକର ସଙ୍ଗୀତ ଓ ପୋଷ୍ଟର , ସ୍ଥାନୀୟ ପାନ୍ଥନିବାସର ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବରେ ଯୋଗ…

ଆଗକୁ ଆସୁଛି ଓଡିଆ ଫିଲ୍ମ “ଲଭ ୟୁ ଜାନୁ”

ଭୁବନେଶ୍ୱର: ଆଗାମୀ ଦିନରେ ଓଲିଉଡ ଆଣୁଛି ଭିନ୍ନ ସ୍ୱାଦର ଫିଲ୍ମ ଲଭ ୟୁ ଜାନୁ । ନିକଟରେ ଏହି ଫିଲ୍ମର ଶୁଭ ମହୁରତ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫିଲ୍ମର ସମସ୍ତ ଷ୍ଟାରକାଷ୍ଟଙ୍କ ସମେତ କ୍ରିଉ ମେମ୍ବର ଉପସ୍ଥିତ ଥିଲେ । ଦେବଜ୍ୟୋତି ପାତ୍ରଙ୍କ ନିର୍ଦ୍ଦେଶନାରେ ଏହି…

ସୁରଟ ଫେରନ୍ତାଙ୍କ ଦୁଃଖଦ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ‘ଭୋକ’

ଭୁବନେଶ୍ୱର: ମହାମାରୀ କରୋନା ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି । ଲକଡାଉନ୍ ଓ ସଟଡାଉନ୍ ଭିତରେ ଅନେକଙ୍କ ଜୀବିକା ଯାଇଥିବା ବେଳେ ଭୂତାଣୁ ନେଇଛି ବହୁ ଜୀବନ । ଜୀବନର ଅସମୟରେ ଘଟୁଥିବା ଏଭଳି ଘଟଣାକୁ ପରଦାରେ ଚିତ୍ରଣ କରିବାକୁ ଜ୍ୟୋତି ପ୍ରଡକ୍ସନ ନିର୍ମାଣ କରୁଛି ଓଡ଼ିଆ ଚଳଚ୍ଚିତ୍ର…