Latest Odisha News

BREAKING NEWS

ଇସ୍ତଫା ଦେଲେ ମଣିପୁରର ୬ କଂଗ୍ରେସ ବିଧାୟକ

ଇମ୍ପାଲ: ମଣିପୁରର ୬ କଂଗ୍ରେସ ବିଧାୟକ ମଙ୍ଗଳବାର ବିଧାନସଭା ଅଧ୍ୟକ୍ଷଙ୍କୁ ଇସ୍ତଫାପତ୍ର ଦେଇଛନ୍ତି । ସୋମବାର ପାର୍ଟି ହ୍ୱିପକୁ ଉଲ୍ଲଘଂନ କରି ୮ ବିଧାୟକ ବିଧାନସଭାକୁ ଆସି ନ ଥିଲେ । ଫଳରେ ବିଜେପିର ଏନ.ବୀରେନ ସିଂ ସରକାର ବିଶ୍ୱାସମତ ହାସଲ କରି ନେଇଥିଲା । ଉପରୋକ୍ତ ୮ ବିଧାୟକଙ୍କ ମଧ୍ୟରୁ ୬ଜଣ ଇସ୍ତଫା ଦେଇଛନ୍ତି ।

ସେମାନେ ହେଲେ ହେନେରୀ ସିଂ, ଓଇନମ ଲୁଖେଇ, ମହମ୍ମଦ ଅବଦୁଲ ନାସୀର, ପୋନମ ବ୍ରୋଜେନ, ନଗମଥାଙ୍ଗ ଓ ଗିନସୁଆନୋହୁ । ସେମାନେ ଓ ଇବୋବି ସିଂ ସରକାରକୁ ଖୋଲାଖୋଲି ଭାବେ ସମାଲୋଚନା କରିଛନ୍ତି ।

Leave A Reply

Your email address will not be published.