ପଥରଖମ୍ବ :ଗାଁରେ ରୋଜଗାରର ମାଧ୍ୟମ ପାଲଟିଛି ଛତୁ ଚାଷ । ଏହି ଛତୁ ଚାଷ ଗାଁ ଲୋକଙ୍କୁ ସ୍ୱାବଲମ୍ବୀ କରିବା ସହିତ ପରିବାରର ଗୁଜୁରାଣକୁ ବି ମେଣ୍ଟାଇ ପାରୁଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗାଁରେ ଦେଖିବାକୁ ମିଳିଛି ସଫଳ ଛତୁ ଚାଷ । ଅନ୍ୟ ଚାଷବାସ ସହିତ ଗାଁ ର ଲୋକ ମାନେ ଏହି ଛତୁ ଚାଷ କରି ବେଶ୍ ଲାଭବାନ ହୋଇପାରିଛନ୍ତି । ହେଲେ ଆଉ କିଛି ସରକାରୀ ସାହାଯ୍ୟ ମିଲିପାରିଲେ ବେଶ୍ ୨ ପଇସା ଲାଭ ପାଇପାରିବେ ଏହି ଚାଷୀ ମାନେ।
BREAKING NEWS
- କେମିକାଲ ମିଶା ରଙ୍ଗ ଖେଳି ୨୦ ଯୁବକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
- ହନିମୁନରେ ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ପଡିଲା ମହଙ୍ଗା, ୩ କୋଟିର ତଣ୍ଡ ଗଣିବେ ସ୍ଵାମୀ
- ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ
- ମନୁଷ୍ୟ ମସ୍ତିଷ୍କର ଆକାର ବୃଦ୍ଧି ପାଉଛି !
- ଆଜିଠାରୁ ଲାଗୁହେବାକୁ ଯାଉଛି ଷ୍ଟକ୍ ମାର୍କେଟର ସବୁଠାରୁ ବଡ ନିୟମ
- ଇଡିରେ ହାଜର ହେଲେନି ମହୁଆ, କହିଲେ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛି
- ୨୦୫୦ ବେଳକୁ ଭାରତର ପ୍ରଜନନ ଦରରେ ହ୍ରାସ ଘଟିବ: ରିପୋର୍ଟ
- କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !
- ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା
- ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ