ଗଞ୍ଜାମ : ଗଞ୍ଜାମରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ପ୍ରାୟଗୀ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୦ ହଜାର ଟଙ୍କା ଲୁଟ କରିଛନ୍ତି ଦୁବୃର୍ତ୍ତ । କୃଷ୍ଣପ୍ରସାଦ ବ୍ଲକର ରବିନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏହି ଲୁଟର ଶିକାର ହୋଇଛନ୍ତି । ଦୁବୃର୍ତ୍ତ ମାନେ ବ୍ୟକ୍ତିଙ୍କୁ ଛୁରୀ ଦେଖାଇ ଲୁଟ କରିଥିବା ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଥିଲେ । ରବିନ୍ଦ୍ର ଘରକୁ ଫେରୁଥିବା ଦୁବୃର୍ତ୍ତ ମାନେ ତାଙ୍କଠାରୁ ଟଙ୍କା ଲୁଟ କରିଛନ୍ତି ।ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
BREAKING NEWS
- ଓଡ଼ିଶା ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି ଚିହ୍ନଟ; ବିଧାନସଭାରେ ଉତ୍ତର ରଖିଲେ ମନ୍ତ୍ରୀ
- Analogue Paneer: ପ୍ରୋଟିନ୍ ନାଁରେ ଖାଉଛନ୍ତି ଆନାଲଗ୍ ପନିର? ସାବଧାନ୍! ଡାକ୍ତର କହିଲେ ନିୟମିତ ଖାଇବା…ନୁହେଁ ସାଧାରଣ ପନିର୍!
- ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ୱ ନେଲେ ଶର୍ବଣା ବିବେକ ଏମ୍
- ଫୁଲୁଛି ନଦୀ…ଏକାଧିକ ପୋଲ ଉପରେ ବନ୍ୟାପାଣି;ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ
- Hilsa Fish: ପୂଜା ପୂର୍ବରୁ ଇଲିଶି ବଜାରକୁ ଝଟକା! ବାଂଲାଦେଶ ବନ୍ଦ କଲା ଆମଦାନୀ, ଏଥର ଭାରତକୁ ଆସିବନି ପଦ୍ମା ଇଲିଶି?
- SIR ଓ MMDR ପ୍ରସଙ୍ଗରେ ବର୍ଷିଲେ ନବୀନ; ପୁନଃ ସମୀକ୍ଷା ଦାବି କଲେ
- ଗର୍ଲଫ୍ରେଣ୍ଡ ଗୁଜବ ଉପରେ ମୁହଁ ଖୋଲିଲେ ଗୋବିନ୍ଦା-କୋମଳ: କହିଲେ, ଆମେ ଫେମସ ହେଲେ ଆପଣଙ୍କର ଅସୁବିଧା କ’ଣ?
- ୩୦ ଦିନ ପର୍ଯ୍ୟନ୍ତ ରୁଟି ଖାଇବା ଛାଡିଦେଲେ ଶରୀରରେ କ’ଣ ହୁଏ? ଜାଣନ୍ତୁ ଏହାର ଫାଇଦା ଓ କ୍ଷତି
- ହିଜବୁଲ୍ଲାକୁ ମୋସାଦର ଚେକ୍-ମେଟ୍: ଜାତିସଂଘରେ ପେଜର ଧରି ଗର୍ଜିଲେ ବେଞ୍ଜାମିନ୍ ନେତାନ୍ୟାହୁ
- SC ବର୍ଗଙ୍କ ଜମି କିଣିବାକୁ ଅନୁମତି; ଲାଞ୍ଚ ନେଇ ବନ୍ଧା ହେଲେ ଜେଆରଏ

Comments are closed.