Latest Odisha News

BREAKING NEWS

Browsing Tag

NASA

ବିଦ୍ୟୁତ୍ ପଳାଇବାରୁ ମହାକାଶ କେନ୍ଦ୍ର ସହ ତୁଟିଗଲା ନାସାର ସମ୍ପର୍କ

ୱାଂଶିଟନ୍: ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସାରୁ ବିଦ୍ୟୁତ କଟିଯିବା ଫଳରେ ମଙ୍ଗଳବାର ମିଶନ କଣ୍ଟ୍ରୋଲ୍ ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିଲା । ମହାକେଶ କେନ୍ଦ୍ରକୁ ମିଶନ କଣ୍ଟ୍ରୋଲରୁ କମାଣ୍ଡ ଦିଆ ଯାଇ ପାରି ନଥିଲା । ଅନ୍ତରୀକ୍ଷରେ ଥିବା ୭…

ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା

ନୂଆଦିଲ୍ଲୀ : ପୃଥିବୀ ପରି ଅନ୍ୟ ଏକ ଗ୍ରହର ସନ୍ଧାନ ପାଇଛି ନାସା । ସୁରକ୍ଷିତ ବସବାସ କରି ପାରିବେ ଲୋକେ । ଏଥିସହ ଅମ୍ଲଜାନ ଓ ଜଳ ଗଚ୍ଛିତ ରହିଥିବା ସୂଚନା । ଆରବପତି ଏଲୋନ୍ ମସ୍କ ଚାହୁଁଛନ୍ତି ଯେ ୨୦୫୦ ସୁଦ୍ଧା ଲୋକମାନେ ପୃଥିବୀ ପରି ଅନ୍ୟ ଏକ ଗ୍ରହରେ ଜୀବନ ଅତିବାହିତ କରନ୍ତୁ  । ତେବେ…

ଆର୍ନ୍ତଜାତିକ ମହାକାଶ କେନ୍ଦ୍ରରେ ହେବ ଚାଷ, ଟମାଟୋ ମଞ୍ଜି ପଠାଇଲା ନାସା

ନୂଆଦିଲ୍ଲୀ : ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି ନାସା । ମହାକାଶରେ ଖାଦ୍ୟ ଉତ୍ପାଦନ ପାଇଁ ପରୀକ୍ଷାମୂଳକ ଭାବେ ପନିପରିବା ଚାଷ କରାଯାଉଛି। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ରହୁଥିବା ମହାକାଶଚାରୀମାନେ ସଂରକ୍ଷିତ ଥିବା…

ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ଚନ୍ଦ୍ରପୃଷ୍ଠ ନିକଟତର ହେଲା ନାସାର ସ୍ପେସକ୍ରାଫ୍ଟ ‘ଓରିଅନ୍’

ନୂଆଦିଲ୍ଲୀ: ନାସାର ‘ଓରିଅନ’ ସ୍ପେସକ୍ରାଫ୍ଟ ଚନ୍ଦ୍ର ନିକଟ ଦେଇ ଗତି କରିଛି । ଗତକାଲି ଚନ୍ଦ୍ର ଅକ୍ଷ ଚାରିପାଖେ ବୁଲୁ ବୁଲୁ ଚନ୍ଦ୍ରର ମାଧ୍ୟାକର୍ଷଣକୁ ମାପି ‘ଓରିଅନ’ ଚନ୍ଦ୍ର ପୃଷ୍ଠର ୧୦୦ କିଲୋମିଟର ପରିସର ଭିତରେ ପହଞ୍ଚିପାରିଛି । ଚନ୍ଦ୍ର ଅକ୍ଷ ଭିତରକୁ ପ୍ରବେଶ ଓ ବାହାରିବା…

୨୦୩୦ ସୁଦ୍ଧା ଚନ୍ଦ୍ରରେ ହେବ ମାନବ ବସ୍ତି, ଖୋଲିବ ଗବେଷଣା କେନ୍ଦ୍ର

ନ୍ୟୁୟର୍କ:  ଜହ୍ନ ରାଇଜରେ ଘର କରିବା... ଏହା ଆଉ ସ୍ୱପ୍ନ ନୁହେଁ । ସ୍ୱପ୍ନ ପରି ଲାଗୁଥିବା ଏ କଥା ଖୁବ ଶୀଘ୍ର ସତ ହେବ ।   ଜହ୍ନରେ ରହିବ ମାନବ ବସ୍ତି । ଖୋଲିବ ଅଫିସ । ମଣିଷ ସେଠାରେ ବସି କାମ କରିବ । ଏ କଥା ଆମେ ନୁହେଁ, କହିଛନ୍ତି ନାସା ଅଧିକାରୀ । ଚନ୍ଦ୍ରକୁ ଆର୍ଟିମିସ୍ ରକେଟ୍…

ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ର, କେମିତି ହେଲା ସମ୍ଭବ ?

ନୂଆଦିଲ୍ଲୀ: ଗୋଟିଏ ଫଟୋରେ ପୃଥିବୀ ଓ ଚନ୍ଦ୍ର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଗୋଟିଏ ଫ୍ରେମରେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠା ଯାଇଛି । ଏହି ଫଟୋକୁ କ୍ୟାପଚର କରିଛି ଆମେରିକୀୟ ମହାକାଶ ଗବେଷଣାକାରୀ ସଂସ୍ଥା ନାସା । ନାସାର ଲୁସି ସ୍ପେସକ୍ରାଫ୍ଟ ପୃଥିବୀ ଓ ଚନ୍ଦ୍ରର ଫଟୋକୁ ଗୋଟିଏ ଫ୍ରେମରେ…

NASAର ଡାର୍ଟ ମିଶନ ସଫଳ, କ’ଣ ମିଳିବ ଲାଭ ?

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ଅନ୍ତରୀକ୍ଷରେ ବଦଳିଲା ଏଷ୍ଟେରୟଡର ଗତିପଥ । ଆମେରିକୀୟ ଅନ୍ତରୀକ୍ଷ ଗବେଷଣାକାରୀ ସଂସ୍ଥା ନାସାର ଡାର୍ଟ ମିଶନକୁ ସଫଳତା ମିଳିଛି । ୨୭ ସେପ୍ଟେମ୍ବର ଭାରତୀୟ ସମୟ ଭୋର୍ ୪ଟା ୪୫ରେ ଅନ୍ତରୀକ୍ଷରେ ନାସା ଏଷ୍ଟେରୟଡର ଗତିପଥ ପରିବର୍ତ୍ତନ କରିଛି । ନାସାର ଡବଲ…

ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ

ୱାଶିଂଟନ: ବାରମ୍ବାର ବାତିଲ ହେଉଛି ଆର୍ଟେମିସ-୧ ମୁନ ମିଶନ। ପୂର୍ବରୁ ଏକାଧିକ ଥର ବୈଷୟିକ ତ୍ରୁଟି କାରଣରୁ ଏହାର ଲଞ୍ଚକୁ ସ୍ଥଗିତ ରଖାଯିବା ପରେ ଚଳିତଥର ଘୂର୍ଣ୍ଣିବଳୟ ଯୋଗୁଁ ପୁଣି ଏହାର ଲଞ୍ଚକୁ ସ୍ଥଗିତ ରଖାଯାଇଛି। ଫ୍ଲୋରିଡାଠାରେ ଘୂର୍ଣ୍ଣିବଳୟ ହେବାର ଆଶଙ୍କା ରହିଛି। ନାସା ଦ୍ୱାରା…

ଇଣ୍ଟର ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ନାସା ବୈଜ୍ଞାନିକ ପଠାଇଲେ ଶୁଭେଚ୍ଛା ବାର୍ତ୍ତା

ଭାରତ ସ୍ବାଧୀନତାର 75 ବର୍ଷ ଆଜାଦ କି ଅମୃତ ମହୋତ୍ସବ ପାଳନ କରୁଛି ।  ଆଜାଦ କି ଅମୃତ ମହୋତ୍ସବ ଉପଲକ୍ଷେ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତା ଭାରତକୁ ମିଳୁଛି । ଏହି ଅବସରରେ ନାସାର ବୈଜ୍ଞାନିକମାନେ ଇଣ୍ଟରନାସନାଲ ସ୍ପେସ୍ ଷ୍ଟେସନରୁ ମଧ୍ୟ ଭାରତକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।…

ଭୁକମ୍ପରେ କମ୍ପିଲା ମଙ୍ଗଳ ଗ୍ରହ, ସୂଚନା ଦେଲା ନାସା ଇନସାଇଟ୍ ଲ୍ୟାଣ୍ଡର

ୱାଶିଂଟନ୍: ପୃଥିବୀ ଏବଂ ଚନ୍ଦ୍ର ପରି ମଙ୍ଗଳ ଗ୍ରହରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଇନସାଇଟ୍ ଲ୍ୟାଣ୍ଡର ମଙ୍ଗଳ ଗ୍ରହରେ ଦୁଇଟି ବଡ଼ ଭୂକମ୍ପ ହୋଇଥିବା ଚିହ୍ନଟ କରିଛି।…