Latest Odisha News

BREAKING NEWS

ଆଜି ରାତିରେ ବନ୍ଦ ରହିବ NEFT ସେବା, ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ କାରବାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆରବିଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବୈଷୟିକ ନବୀକରଣ ଯୋଗୁଁ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (NEFT) ସୁବିଧା ଗ୍ରାହକଙ୍କ ପାଇଁ କିଛି ଘଣ୍ଟା ଉପଲବ୍ଧ ହେବ ନାହିଁ।

ସୂଚନା ଅନୁଯାୟୀ, ଏହି ଅପଗ୍ରେଡ୍ ୨୨ ମଇ ୨୦୨୧ ରେ ହେବ। ଏହି କାରଣରୁ, ମେ ୨୨ ତାରିଖ ରାତି ୧୨ଟାରୁ ଆରମ୍ଭ କରି ମେ ୨୩ ତାରିଖ ଦିନ‌ ୨ଟା ଯାଏଁ NEFT ସୁବିଧା ଉପଲବ୍ଧ ହେବ ନାହିଁ ।

Leave A Reply

Your email address will not be published.