ଭୁବନେଶ୍ୱର: ଅଚାନକ ଓୟୁଏଟି ଗସ୍ତ କଲେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ୍ । ସୋମବାର ଭୋରୁ ପ୍ରାତଃ ଭ୍ରମଣରେ ଯିବା ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟରେ ପହଂଚିଥିଲେ ପାଣ୍ଡିଆନ୍ । ଓୟୁଏଟି ଭିତରେ ବୁଲିବା ପରେ ଭିତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଓୟୁଏଟି ପରିସରରେ ଥିବା ହଷ୍ଟେଲ ଓ ମେସ୍ ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ପଚାରି ବୁଝିଥିଲେ ଫାଇଭ-ଟି ସଚିବ । ହଷ୍ଟେଲ ଏବଂ ମେସ୍ ସୁବିଧା ଉପରେ ନିରୀକ୍ଷଣ କରିବା ସହ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ଅଧିକାରୀଙ୍କ ସହ କଥା ହୋଇଛନ୍ତି ପାଣ୍ଡିଆନ । ଏହି ସୟରେ ତାଙ୍କ ସହ ଓୟୁଏଟି କୂଳପତି ଓ ବେସିକ୍ ସାଇନ୍ସ କଲେଜର ବରିÂ ଅଧିକାରୀ ପ୍ରମୁଖ ଥିଲେ । ତେବେ ଫାଇଭ-ଟି ସଚିବଙ୍କ ଏହି ଗସ୍ତ ପରେ ଓୟୁଏଟିର ବିକାଶ ନେଇ ସ୍ୱତନ୍ତ୍ର ଅନୁଦାନ ମିଳିପାରେ ବୋଲି ଆଶା କରାଯାଉଛି ।
BREAKING NEWS
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ
- ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର
- ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ
- ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…
- ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ

Comments are closed.