Latest Odisha News

BREAKING NEWS

୨୮ରେ ବସିବ ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର: ମୌସୁମୀ ଅଧିବେଶନ ପୂର୍ବରୁ ଶାସକ ଦଳକୁ ଘେରିବା ପାଇଁ ଅଂଟା ଭିଡିବ ବିଜେପି । ଏନେଇ ରଣନୀତି ପ୍ରସ୍ତୁତ କରିବ ଦଳ । ୨୮ରେ ବିରୋଧୀ ଦଳ ନେତାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ସମସ୍ତ ବିଧାୟକ ଦଳର ସଭାପତି ଉପସ୍ଥିତ ରହିବେ ।

ଦଳୀୟ କାର୍ଯ୍ୟାଳୟରେ ବସିବ ବୈଠକ । କୋଭିଡ୍ ପରିଚାଳନା, ବନ୍ୟା ପ୍ରସଙ୍ଗ, କେନ୍ଦ୍ର ଟଙ୍କାର ରାଜ୍ୟ ଖର୍ଚ୍ଚ କରିନପରିବା ଓ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଦଳ କରିବ ପ୍ରସଙ୍ଗ । ଏହା ପୂର୍ବରୁ ବିଧାୟକମାନଙ୍କ ସହ ୨୦ ତାରିଖରେ ଅନଲାଇନରେ ବସିବ ବୈଠକ । ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୁଚନା ଦେଇଛନ୍ତି ।

Leave A Reply

Your email address will not be published.