Latest Odisha News

BREAKING NEWS

Browsing Tag

Assembly Monsoon Session

‘ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ’

ଭୁବନେଶ୍ୱର: ୟୁପି ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ତାତି ଦେଖିବାକୁ ମିଳିଛି । କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ହୋହଲ୍ଲା କରିଛନ୍ତି । ଏହାକୁ ନେଇ ବିଜେଡି ବିଧାନସଭା ବାହାରେ ପ୍ରତିକ୍ରିୟା ରଖିଛି । ଦଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଯାଏଁ…

ବିଧାନସଭାରେ ୟୁପି ତାତି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ୟୁପି ହାଥରସ ଘଟଣାକୁ ନେଇ ଆଜି ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଯୋଗି-ମୋଦୀ ହାଏ ହାଏ ବୋଲି ନାରାବାଜି ଦେଇଛନ୍ତି । ଯୋଗି ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ…

ଗୃହରେ NCRB ରିପୋର୍ଟ ତାତି, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ତଥା ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ…

ମାସ୍କ ଦୁର୍ନୀତି: ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ, ଦୋଷୀଙ୍କୁ ଦଣ୍ଡ ଦେବେ ସରକାର

ଭୁବନେଶ୍ୱର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବିଧାନସଭାର ମୌସୁମୀ ଅଧିବେଶନ: ମାସ୍କ ଓ ଫେସ୍ ସିଲ୍‌ଡରେ ବିଧାୟକ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ ଗୃହ କାର୍ଯ୍ୟ । ପ୍ରଥମ ଦିନରେ ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ହୋଇଥିବା ସେନା ଅଧିକାରୀଙ୍କ ସହ ମୋଟ ୧୮ ଜଣଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ପୁଣି ଆଉ ୫ ବିଧାୟକଙ୍କୁ କରୋନା

ଭୁବନେଶ୍ୱର: ଆଜିଠୁ ବିଧାନସଭାର ମୌସୁମୀ ଅଧିବେନଶ । ତେବେ ଏହା ପୂର୍ବରୁ କରୋନା କବଳରେ ମନ୍ତ୍ରୀ ଓ ବିଧାୟକ । ଏବେ ଆଉ ୫ ଜଣ ବିଧାୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ବିକ୍ରମ ପଣ୍ଡା, ଅଙ୍ଗଦ କଅର, ସୋରଜ ମେହେର, ଜୟନ୍ତ ଷଡ଼ଙ୍ଗୀ ଓ ଭୁଦାନ ମୁର୍ମୁ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକାଲି…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ମହାମାରୀ କରୋନା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ ଅଛନ୍ତି । ସେପେଟେ ମୁକାବିଲା କରିବାକୁ ସରକାର ବି ରଣ କୌଶଳ ପ୍ରସ୍ତୁତ କରିସାରିଛନ୍ତି । ଏହି ଅଧିବେଶନରରେ ମୋଟ ୮ଟି କାର୍ଯ୍ୟ…

ଦିନକ ପରେ ମୌସୁମୀ ଅଧିବେଶନ, ଆଜି ବି ଚାଲିଛି ବିଧାୟକଙ୍କ କୋଭିଡ ଟେଷ୍ଟିଂ

ଭୁବନେଶ୍ୱର: ଆଉ ଦିନକ ପରେ ମୌସୁମୀ ଅଧିବେଶନ । ତେବେ ଏହାପୂର୍ବରୁ ସମସ୍ତ ବିଧାୟକ, ମନ୍ତ୍ରୀ ଏବଂ କର୍ମଚାରୀଙ୍କ ଆଜି ବି କରୋନା ଟେଷ୍ଟ ହେଉଛି । ଆଜି ସକାଳ ୮ଟାରୁ ଟେଷ୍ଟ ଆରମ୍ଭ ହୋଇଛି । ନମୁନା ସଂଗ୍ରହ ଲାଗି ବିଧାନସଭା ପରିସରରେ ୬ଟି କାଂଉଟର କରାଯାଇଛି । ସାମାଜିକ ଦୂରତା ରଖି ନମୂନା…

ଆଜିଠୁ ବିଧାନସଭା ପରିସରରେ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: ଆସନ୍ତା ୨୯ରୁ ବସିବ ବିଧାନସଭା ଅଧିବେଶନ । ତେବେ ଏହା ପୂର୍ବରୁ ଆଜିଠାରୁ ହେବ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । କାରୋନା ପରୀକ୍ଷା ବିନା ପ୍ରବେଶ ମନା ହୋଇଛି । ତିନିଦିନରେ ମନ୍ତ୍ରୀ, ବିଧାୟକ, ବିଧାନସଭା କର୍ମଚାରୀ, ସମସ୍ତ ସୁରକ୍ଷା କର୍ମଚାରୀଙ୍କର କରୋନା ପରୀକ୍ଷା…

ସଂସଦ ଢାଞ୍ଚାରେ ବିଧାନସଭା ଅଧିବେଶନ, ୪ ଫୁଟ ଦୂରତାରେ ବସିବେ ବିଧାୟକ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ସଂସଦ ଢାଞ୍ଚାରେ ବସିବ ଏଥରର ବିଧାନସଭା । ମୌସୁମୀ ଅଧିବେଶନରେ ରହିବନି ପ୍ରଶ୍ନକାଳ । ତେବେ ନିୟମ ଅନୁଯାୟୀ ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ମୋସନ ଓ କଲିଂ ଆଟେନସନ ରହିବ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସୂଚନା ଅନୁସାରେ ବିଧାୟକ ମାନେ ୪ ଫୁଟ ଦୂରତାରେ…