Latest Odisha News

BREAKING NEWS

ବଣ୍ଡାଘାଟିରେ ୭୦୦ ଜଣଙ୍କୁ ଦିଆ ଯାଇଛି କରୋନା ଟିକା

ମାଲକାନଗରି: ମାଲକାନଗିରି ବଣ୍ଡାଘାଟିରେ କୋଭିଡ ଟିକାକରଣ ହୋଇଛି। ବର୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ଦିଆ ଯାଇଛି କରୋନା ଟିକା। କୋରୋନ ସେକେଣ୍ଡ ୱେଭରେ ବଣ୍ଡାଘାଟିରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସଂକ୍ରମଣ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲା ଜିଲ୍ଲା ପ୍ରଶାସନ। ଆଦିମ ଜନଜାତିଙ୍କୁ ଟେଷ୍ଟିଂ ଓ ଟିକାକରଣ ଉପରେ ଗୁରୁତ୍ଵ ଦିଆଯାଇଥିଲା।

ଗାଁ ଗାଁରେ ବୁଲି ଲୋକଙ୍କୁ ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟକର୍ମୀ ସଚେତନ କରାଇଥିଲେ। ବଣ୍ଡାଘାଟିରେ ସ୍ଵତନ୍ତ୍ର କ୍ୟାମ୍ପ କରି ଲୋକଙ୍କୁ କିଭଳି ଶୀଘ୍ର ଟିକାକରଣ କରାଯିବ ତା ଉପରେ ଫୋକସ କରିଥିଲା ପ୍ରଶାସନ। ମାଲକାଗିରି ଜିଲ୍ଲାର ଦୁଇଟି ପଞ୍ଚାୟତର ବଣ୍ଡାଘାଟିରେ ଆସୁଛି। ୧୩ ଆଦିମ ଜନଜାତି ସମ୍ପ୍ରଦାୟ ଭିତରୁ ବଣ୍ଡା ଅନ୍ୟତମ ।

 

 

Leave A Reply

Your email address will not be published.