କୋଲ ଗ୍ୟାସିଫିକେସନ ପ୍ରକ୍ରିୟା ବ୍ୟବହାର କରି ଓଡିଶା ଦେଶର ଇସ୍ପାତ ପ୍ରାଣକେନ୍ଦ୍ର ହୋଇପାରିବ – କେନ୍ଦ୍ରମନ୍ତ୍ରୀ
ଅନୁଗୁଳ : ଜିନ୍ଦଲ ଷ୍ଟିଲ ଏଣ୍ଡପାୱାର ଲିଃ (ଜେଏସପିଏଲ) ଦ୍ୱାରା ଇସ୍ପାତ ତିଆରିରେ ପ୍ରଥମକରି ବ୍ୟବହାର କରାଯାଇଥିବା କୋଲ୍ଗ୍ୟାସିଫିକେସନ୍ ପ୍ରକ୍ରିୟା ଦ୍ୱାରା ଓଡିଶା ଦେଶର ଇସ୍ପାତ ପ୍ରାଣକେନ୍ଦ୍ର ହୋଇ ପାରିବବୋଲି ଆଜି କେନ୍ଦ୍ର ଇସ୍ପାତମନ୍ତ୍ରୀ ଚୌଧରୀ ବୀରେନ୍ଦ୍ର ସିଂହ କହିଛନ୍ତି । ଆଜି…