କାହିଁକି ବନ୍ଦ ଡାକରା ଦେଲା ବଲାଙ୍ଗୀର କରୋନା ନିୟାମକ କମିଟି, ପଢ଼ନ୍ତୁ
ବଲାଙ୍ଗୀର: ବଲାଙ୍ଗୀରରେ କୋଭିଡ ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଚିନ୍ତାରେ ନବନିର୍ମିତ କରୋନା ନିୟାମକ କମିଟି ପକ୍ଷରୁ ଶୁକ୍ରବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାର ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ବ୍ୟବସାୟୀ ସଂଘ, ରାଜନୈତିକ ଦଳ, ନାଗରିକ…