Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଟ୍ରେଲର, ଦୁଇ ବାଇକ୍ ଆରୋହୀ ମୃତ

ରାଉରକେଲା: ମୃତ୍ୟୁର ବାହନ ହୋଇ ଆସିଲା ଟ୍ରେଲର । ବାଇକକୁ ଧକ୍କା ଦେବାରୁ ଦୁଇ ଜଣଙ୍କର ଜୀବନ ଯାଇଛି । ରାଉରକେଲା ବ୍ରହ୍ମାଣୀ ବ୍ରିଜ ଉପରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଟ୍ରେଲର ଧକ୍କାରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ଘଟଣାସ୍ଥଳରେ…

ଦିନକରେ ଭାରତରୁ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୪ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧,୧୦,୩୦,୧୭୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କ ପରଲୋକ

ଭୁବନେଶ୍ୱର: ବାରିପଦାର ପୂର୍ବତନ ବିଧାୟକ ବିମଳ ଲୋଚନ ଦାସଙ୍କର ମଙ୍ଗଳବାର ଦିନ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବ୍ୟବସାୟୀରୁ ରାଜନେତା ପାଲଟିଥିବା ବିମଳ ଲୋଚନ ବାରିପଦା ନିର୍ବାଚନମଣ୍ଡଳୀରୁ ୨୦୦୯ରେ ଓଡିଶା ବିଧାନସଭାକୁ…

ଭାରତରେ ୨୦୨୫ ସୁଦ୍ଧା ଯକ୍ଷ୍ମା ମୂଳୋତ୍ପାଟନ ଲକ୍ଷ୍ୟ

ଭୁବନେଶ୍ୱର: ୨୦୨୫ ସୁଦ୍ଧା ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଛି। ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍‌ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର…

ଆଜିଠୁ ମୋଟେରାରେ ଭାରତ-ଇଂଲଣ୍ଡ ପିଙ୍କ ବଲ୍ ଟେଷ୍ଟ: କାହାର ଦମ୍ କେତେ ?

ଅହମ୍ମଦାବାଦ: ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ପିଙ୍କ ବଲରେ ଖେଳାଯିବ ମ୍ୟାଚ୍ । ଫ୍ଲଡ ଲାଇନଟେ ଡେ-ନାଇଟ୍ ଟେଷ୍ଟ । ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ଅହମ୍ମଦାବାଦର ମୋଟେରାରେ ଖେଳାଯିବ । ଅପରାହ୍ଣ ସାଢ଼େ ୨ଟାରେ ଆରମ୍ଭ ହେବ ମ୍ୟାଚ୍ । ତୃତୀୟ ଟେଷ୍ଟରେ ମୁକାବିଲା…

ମହାକାଳପଡ଼ାରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୧୦ ବଖରା ଘର

ମହାକାଳପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଗୟାସପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ମହାକାଳପଡ଼ା ଗୟାସପୁର ଗାଁର ସୁଲେଖ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଘରେ…

ଗଞ୍ଜେଇ ମାଫିଆଙ୍କ ଚାଲ୍ ମାନିବାକୁ ପଡ଼ିବ, ବାଲି ବୋଝେଇ ଟିପରରୁ ବସ୍ତା ବସ୍ତା ଗଞ୍ଜେଇ ଜବତ

କୋରାପୁଟ: ଉପରେ ବାଲି, ଭିତରେ ଗଞ୍ଜେଇ । ବାଲି ବୋଝେଇ ଟିପରରୁ ଜବତ ହେଲା ବସ୍ତା ବସ୍ତା ଗଞ୍ଜେଇ । ମାତିଛନ୍ତି ମାଫିଆ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଏଭଳି ଫନ୍ଦି ଫିକର କରୁଛନ୍ତି । କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ବାଲି ବୋଝେଇ ଟିପରରୁ ଗଞ୍ଜେଇ ଜବତ କରିଛି ପାଡୁଆ ଥାନା ପୋଲିସ ।…

ପୁଣି ଗୋ-ଚାଲାଣ: ପିକଅପ୍ ଭ୍ୟାନରୁ ୨୦ ଗୋରୁ ଉଦ୍ଧାର, ଡ୍ରାଇଭର ଅଟକ

ଭଦ୍ରକ: ଯେତେ କାର୍ଯ୍ୟାନୁଷ୍ଠାନ ହେଲେ ବି ଥମୁନି ବେଆଇନ୍ ଗୋରୁ ଚାଲାଣ । ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ । ଚରମ୍ପା ନିକଟରୁ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି ପୋୱିସ । ଭଦ୍ରକରୁ କୋଲକାତା ଚାଲାଣ ବେଳେ ଧରାପଡ଼ିଲା ଗାଡ଼ି । ସେଥିରୁ ୨୦ ଗୋରୁଙ୍କୁ…

ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀ ଆହତ

ବାରିପଦା: ଶିକାରୀଙ୍କ ଉତ୍ପାତ । ବନ କର୍ମଚାରୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜରେ ବନ କର୍ମଚାରୀଙ୍କୁ ପଥରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶିକାରୀଙ୍କ ଆକ୍ରମଣରେ ୪ ବନ କର୍ମଚାରୀ ଗୁରୁତର ହୋଇଛନ୍ତି । ଜମୁଡିହା ଗାଁରେ ଚଢ଼ାଉ କରିଥିଲେ ବନ…

କରୋନା ପାଇଁ ଭାଙ୍ଗିଲା ଦୀର୍ଘ ୧୩ ବର୍ଷର ପରମ୍ପରା; ଚଳିତ ବର୍ଷ ବନ୍ଦ ହେଲା ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ

ଯାଜପୁର: କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ଥର ଅନେକ ମେଳା ମହୋତ୍ସବକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ପବିତ୍ର ଭୈମ ଏକାଦଶୀ ଅବସରରେ ଯାଜପୁର ର ପ୍ରସିଦ୍ଧ ବ୍ୟାସ ସରୋବର ମେଳା ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ବନ୍ଦ ରଖାଯାଇଛି। କୋରୋନା ପାଇଁ ଚଳିତ ବର୍ଷ ଏହାକୁ…