Latest Odisha News

BREAKING NEWS

ଦୁର୍ଗା ମୂର୍ତ୍ତି ଉଚ୍ଚତା ବିବାଦ: ପୋଲିସ କମିଶନରେଟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛି କଟକ ପୂଜା କମିଟି

କଟକ: ଦେବୀ ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ନେଇ ବିବାଦ ଏକ ନୂଆ ମୋଡ଼ ନେଇଛି । ବାଲୁ ବଜାର ପୂଜା କମିଟି ପୋଲିସ କମିଶନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଓଡ଼ିଶା ହାଇକୋର୍ଟରେ ତିନୋଟି ଆବେଦନ କରିଛି । ଏହି କମିଟି ପୂଜା ମଣ୍ଡପରେ ଚାରି ଫୁଟରୁ ଅଧିକ ଦେବୀ ଦୁର୍ଗାଙ୍କ ମୂର୍ତ୍ତି…

ଶ୍ରଦ୍ଧା କପୁରଙ୍କ ସମ୍ପର୍କରେ ଏହି ଖୁଲାସା କଲେ ମୃତ ସୁଶାନ୍ତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହା ବଲିଉଡ ଡ୍ରଗ୍ସ କାରବାରର ଆଉ ଏକ ପୃଷ୍ଠା ଖୋଲିଛନ୍ତି । ମଙ୍ଗଳବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଥିଲା, ଯେଉଁଥିରେ ବାହାରକୁ…

ଦକ୍ଷିଣ-ପୂର୍ବ ଏସିଆ ସହ ଭାରତର ସୁସମ୍ପର୍କ ସ୍ଥାପନର ମାଧ୍ୟମ ହବ ଶିକ୍ଷା: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଗୁଆହାଟିକୁ ଭାରତୀୟ ଜ୍ଞାନ ପ୍ରଣାଳୀ ଏବଂ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ରୂପେ ଗଢ଼ିତୋଳିବାକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷା ଦକ୍ଷିଣ ପୂର୍ବ ଏସିଆ ସହିତ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା ଉତ୍ତର ପ୍ରକାଶିତ; ସବିଶେଷ ବିବରଣୀ ଏଠାରେ ପଢ଼ନ୍ତୁ

ଜୟପୁର: ସେପ୍ଟେମ୍ବର ୨୧ରେ ରାଜସ୍ଥାନର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ CUCET (କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସାଧାରଣ ପ୍ରବେଶିକା ପରୀକ୍ଷା) ଉତ୍ତର ପ୍ରକାଶ କରିଛି। ପରୀକ୍ଷା ପାଇଁ ଆସିଥିବା ଛାତ୍ରମାନେ CUCET ଅଫିସିଆଲ୍ ସାଇଟ୍ cucetexam.in ପରିଦର୍ଶନ କରି ସେମାନଙ୍କର ଉତ୍ତର ଯାଞ୍ଚ…

IIM CAT ୨୦୨୦ ଅନଲାଇନ୍ ପଞ୍ଜୀକରଣର ଆଜି ଶେଷ ଦିନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ପାଇଁ ସାଧାରଣ ଆଡମିଶନ ଟେଷ୍ଟ (କ୍ୟାଟ୍) ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା, ଆଜି ଅପରାହ୍ନ ୫ଟା ରେ ବନ୍ଦ ହେବ । ସ୍ନାତକୋତ୍ତର ଏବଂ ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ସ୍ନାତକୋତ୍ତର (ପିଜି)…

ବାହାଘରର ୧୨ ଦିନ ପରେ ବିଚ୍ଛେଦ, ପୁନମ ପାଣ୍ଡେଙ୍କ ସ୍ୱାମୀକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ସବୁ ବେଳ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ବାହାଘରର ୧୨ ଦିନ ପରେ ହୋଇଛି ତାଙ୍କ ବିଚ୍ଛେଦ । ନିଜ ସ୍ୱାମୀଙ୍କ ନାଁରେ ସେ ଆଣିଛନ୍ତି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଏହାପରେ ହନିମୁନ ଲୋକେସନରୁ ହିଁ ତାଙ୍କ…

କିନ୍ନରଙ୍କୁ ଖରାପ ବ୍ୟବହାର ଦେଖାଇ ବନ୍ଧା ହେଲେ ଟ୍ରାଫିକ ପୋଲିସ

କୋଲକାତା: ରକ୍ଷକ ଯଦି ଭକ୍ଷକ ସାଜେ ତେବେ ସୁରକ୍ଷା ଦେବ କିଏ? ଜଣେ କିନ୍ନର କର୍ମକର୍ତ୍ତା ଓ ଦୁଇ ମହିଳାଙ୍କୁ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଜଣେ କୋଲକାତା ଟ୍ରାଫିକ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଏହି ତିନିଜଣ ଅଭିଯୋଗ କରିବା ପରେ ଅଭିଯୁକ୍ତ ଟ୍ରାଫିକ ପୋଲିସ…

ନବୀନ: ଜଣେ ହାରି ନ ଥିବା ଚାଷୀର ନାଁ

ଭୁବନେଶ୍ୱର : ଦିନ ଥିଲା, ଚାଷ ସିନା କରୁଥିଲେ କିନ୍ତୁ ସଫଳ ଚାଷୀ ହୋଇପାରି ନ ଥିଲେ । ଧାନ କେଣ୍ଡା ବିଲରେ ହସିଲା ବେଳକୁ ରୋଗ ପୋକ ଦାଉ ସାଜୁଥିଲା । କେତେବେଳେ ପତ୍ର ମୋଡା ରୋଗ ତ କେତେବେଳେ କାଣ୍ଡବିନ୍ଧା । ଏମିତିକି ସେଥିରେ କି ସାର ପ୍ରୟୋଗ କରିବେ ସେ ନେଇ ମଧ୍ୟ ଧାରଣା ନ ଥିଲା । କିନ୍ତୁ…

ଧୋନୀଙ୍କ ଶେଷ ଓଭରର ଛକା ଦଳ ପାଇଁ ଅଦରକାରୀ ଥିଲା: ଗମ୍ଭୀର

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗକୁ ଆଗରେ ରହି ବାଟ କଢେଇବାକୁ ଅନୁରୋଧ କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଗୌତମ ଗମ୍ଭୀର । ମଙ୍ଗଳବାର ଦିନ ରାଜସ୍ଥାନ ରୟାଲ୍ସ (ଆରଆର) ବିପକ୍ଷରେ CSK ର ଦ୍ୱିତୀୟ ମ୍ୟାଚରେ ଧୋନି ସାତ ନମ୍ବରରେ ବ୍ୟାଟିଂ କରିବାକୁ…

“ଅନୁରାଗ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମେ ମୁଁ ତାଙ୍କ ସହ ସମ୍ପର୍କ ଭାଙ୍ଗିବି”: ତାପସୀ

ମୁମ୍ବାଇ: ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିପକ୍ଷରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ । ତେବେ ଏଭଳି ସମୟରେ ଅନୁରାଗଙ୍କ ସପକ୍ଷରେ ଛିଡା ହୋଇଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ସେ କହିଛନ୍ତି ଯେ ଯଦି ଅନୁରାଗ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଅନୁରାଗଙ୍କ ସହ ସମ୍ପର୍କ ଭାଙ୍ଗିଥିବା…