Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୩୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୩୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ୍ ସୁସ୍ଥତାଙ୍କ ସଂଖ୍ୟା ୧୫୩୨୧୩ ଟପିଛି । ଖୋର୍ଦ୍ଧାରୁ ୫୨୫, କଟକରୁ ୩୮୯, ପୁରୀରୁ ୨୭୪,ଅନୁଗୁଳରୁ…

ବାଲେଶ୍ୱରରେ ‘ଅଭ୍ୟାସ’ର ସଫଳ ପରୀକ୍ଷଣ

ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ହାଇସ୍ପିଡ ଏକ୍ସପେଣ୍ଡେବଲ୍ ଏରିୟଲ୍ ଟାରଗେଟ୍ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ ହୋଇଛି । କ୍ଷେପଣାସ୍ତ୍ର ଘାଟିର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତକ୍ଷେପଣ ହୋଇଥିଲା । ‘ଅଭ୍ୟାସ’ ହେଉଛି ଚାଳକ ବିହୀନ ଦ୍ରୁତଗାମୀ ଟାର୍ଗେଟ୍ ଏୟାରକ୍ରାଫ୍ଟ ।…

କଙ୍ଗନାଙ୍କୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ; ଏହି କାରଣରୁ ଛାଡିଲେ ମଣିକର୍ଣ୍ଣିକା

ମୁମ୍ବାଇ: ମଣିକର୍ଣ୍ଣିକାର ନିର୍ଦ୍ଦେଶକ କ୍ରେଡିଟ୍ ଉପରେ ଏକ ବିବାଦ ଯୋଗୁଁ ମଣିକର୍ଣ୍ଣିକାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୋନୁ ସୁଦ ଅଗଷ୍ଟ ୨୦୧୮ରେ ଚଳଚ୍ଚିତ୍ର ଛାଡିଥିଲେ। ସିମ୍ବା ସିନେମା ପାଇଁ ତାଙ୍କ ପ୍ରତିବଦ୍ଧତା ମଧ୍ୟ ଅନ୍ୟ ଏକ କାରଣ ଥିବା ସେ କହିଥିଲେ । ସୋନୁ କହିଥିଲେ ଯେ ସେ…

ଯୋଗ ଓ ପ୍ରାଣାୟାମ କରନ୍ତୁ କରୋନା ରୋଗୀ:ଡାକ୍ତର ସାରଦା ସ୍ୱାଇଁ

କଟକ: କରୋନାରେ ଆକ୍ରାନ୍ତ ବ୍ୟକ୍ତି ହୋମ୍ ଆଇସୋଲେସନରେ ଥିବା ସମୟରେ କିଛି ନିୟମ ମାନି ଚଳିବା ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ କୋଭିଡ ସଂପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଆଜି ଯୋଗ ଦେଇ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତର ସାରଦା ସ୍ୱାଇଁ କହିଛନ୍ତି।…

କରୋନା ନାଶ ପାଇଁ ପିଅନ୍ତୁ ଏହି ଆୟୁର୍ବେଦିକ କାଢ଼ା

ଭୁବନେଶ୍ୱର: ହୁ ହୁ ହୋଇ ମାଡି ଚାଲୁଛି କରୋନା ଭୂତାଣୁ। ଅନେକଙ୍କୁ ଏହା ନିଜ କରାଳ ଆଁ ମଧ୍ୟରେ ନେଇ ସାରିଲାଣି । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଏଯାଏଁ କୌଣସି ଔଷଧ ବହାରିନଥିବା ବେଳେ ଦେଶୀ ଉପାୟରେ ଏହାର ଚିକିତ୍ସା ପାଇଁ ସମସ୍ତେ ତତ୍ପର । ତେବେ ଆଜି ଆମେ ଆପଣଙ୍କୁ ଏକ ଆୟୁର୍ବେଦିକ…

ପାକିସ୍ତାନର ନୂଆ କାରନାମା: ସୀମାନ୍ତରେ ଉଡାଉଛି ଡ୍ରୋନ୍, ପକାଉଛି AK47

ନୂଆଦିଲ୍ଲୀ: ପାକିସ୍ତାନ ଡ୍ରୋନ ବ୍ୟବହାର କରି ରାତିରେ AK-47 ଭଳି ଅସ୍ତ୍ରଶସ୍ତ୍ରକୁ ନିୟନ୍ତ୍ରଣ ରେଖା LoCରେ ପକାଇଥିବା ଅଭିଯୋଗ କରିଛି  ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଅଖନୋରର ଏକ ଗାଁରେ ଆକ୍ରମଣକାରୀ ରାଇଫଲ ଏବଂ ପିସ୍ତଲ ଜବତ କରାଯାଇଛି।…

ଆସିଲା ପୋକୋ X3, ଜାଣନ୍ତୁ ଫିଚର

ପୋକୋ ଇଣ୍ଡିଆ ଆଜି ଏକ ଭର୍ଚୁଆଲ୍ ଇଭେଣ୍ଟ ମାଧ୍ୟମରେ ନୂତନ ପୋକୋ X3 ର ଶୁଭାରମ୍ଭ ଘୋଷଣା କରିଛି । ଏହି ସ୍ମାର୍ଟଫୋନ୍ ପୋକୋ X3 NFC ସହିତ ସମାନ ସ୍ମାର୍ଟଫୋନ୍ ଯାହା ଏହି ମାସ ଆରମ୍ଭରେ ୟୁରୋପରେ ଲଞ୍ଚ କରାଯାଇଥିଲା । କିନ୍ତୁ ଏହାର ବ୍ୟାଟେରୀ ପାୱାର ଅଧିକା ରହିଛି । ସ୍ନାପଡ୍ରାଗନ୍ 732G…

ସୁଶାନ୍ତ ସିଂଙ୍କ ‘ପୁନର୍ଜନ୍ମ’: ଏପରି ନ୍ୟୁଜ କରି ଟ୍ରୋଲ ହେଲା ଏହି ଅଗ୍ରଣୀ ଗଣମାଧ୍ୟମ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଅବିକଳ ମହମ ମୂର୍ତ୍ତି ତିଆରି କରିଛନ୍ତି ପଶ୍ଚିମବଙ୍ଗର ପ୍ରଖ୍ୟାତ କଳାକାର ସୁଶାନ୍ତ ରାୟ । ତେବେ କଳାକାରଙ୍କ ଏହି ଜୀବନ୍ତ କଳାକୁ ସବୁ ମହଲରୁ ଛୁଟିଛି ପ୍ରଶଂସାର ସୁଅ । ତେବେ ଜାତୀୟ ଗଣମାଧ୍ୟମ 'ଜି ନ୍ୟୁଜ୍' ସୁଶାନ୍ତଙ୍କ ମହମ…

ଭୁବନେଶ୍ୱରରେ ୧୯ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଭୁବନେଶ୍ୱରରେ ୧୯ ହଜାର ଟପିଛି କରୋନା ସଂକ୍ରମଣ । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…

ସିଏସ୍‌ଆର୍‌: ରାୟଗଡାରେ ଉତ୍କଳ ଆଲୁମିନା ପକ୍ଷରୁ କରାଗଲା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା

ଭୁବନେଶ୍ୱର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କିଛି ପଛୁଆ ଅଂଚଳ ଲୋକଙ୍କୁ ସହଜରେ ବିଶୁଦ୍ଧ ପିଇବା ପାଣିର ସୁବିଧା କଲା ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା କମ୍ପାନୀ । କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ସ୍ୱରୂପ କମ୍ପାନୀ ଏହି ସୁବିଧା ଯୋଗାଇ ଦେଇଛି ।…