Latest Odisha News

BREAKING NEWS

୨୫ ଯାଏଁ ପ୍ରବଳ ବର୍ଷା, ୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଆହୁରି ୨ ଦିନ ବର୍ଷିବ । ଆଜି ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜିଠାରୁ ୨୩ ତାରିଖ ସକାଳ ପର‌୍ୟ୍ୟନ୍ତ ଝାରସୁଗୁଡା ଓ ସୁନ୍ଦରଗଡରେ କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ ଏହି…

ସୁସ୍ଥ ରହିବାର ସୂତ୍ର..

ଭୁବନେଶ୍ୱର: ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । ଯେମିତିକି ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । କିନ୍ତୁ ସୁସ୍ଥ…

ଇଦ୍ ରେ ଆସିବ ଜନ୍‌ଙ୍କ ‘ସତ୍ୟମେବ ଜୟତେ-୨’

ମୁମ୍ବାଇ: ଆସୁଛି ‘ସତ୍ୟମେବ ଜୟତେ-୨’ । ୨୦୧୮ର ଆକ୍ସନ ଡ୍ରାମ ଫିଲ୍ମ ‘ସତ୍ୟମେବ ଜୟତେ’ ହିଟ୍ ହେବା ପରେ ଏବେ ଏହାର ସିକ୍ୱେଲ ପାର୍ଟ ଆସୁଛି । ଏନେଇ ଫିଲ୍ମର ମେକର୍ସମାନେ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଫାଷ୍ଟଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଭିନେତା ଜନ୍ ଅବ୍ରାହମଙ୍କ ଦମାଦାର…

ସଦ୍‌ଗୁରୁ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର, କୋଭିଡ ହସ୍ପିଟାଲରେ ଚାଲିଛି ମକଡ୍ରିଲ

ଭୁବନେଶ୍ୱର: କଟକ ସଦ୍‌ଗୁରୁ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସତର୍କ ହେଲେ ସରକାର । ଟ୍ୱିନସିଟି କୋଭିହ ହସ୍ପିଟାଲରେ ଆରମ୍ଭ ହେଲା ଯାଂଚ । କୌଣସି ପ୍ରକାରର ଦୁର୍ଘଟଣା ଏଡାଇବାକୁ ଦ୍ୱୈତନଗରୀର ସମସ୍ତ କୋଭିଡ ହସ୍ପିଟାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଂଚ ଚାଲିଛି । ପ୍ରଥମ…

କ’ଣ ଆପଣ ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି, ଜାଣନ୍ତୁ ଏହିସବୁ ଲକ୍ଷଣରୁ

ଭୁବନେଶ୍ୱର: ବଦଳୁଥିବା ଜୀବନଶୈଳୀ ତଥା କାମର ଚାପ ଅନେକ ଲୋକଙ୍କୁ ଡିପ୍ରେସନ ବା ଅବସାଦ ମଧ୍ୟକୁ ଟାଣି ନେଉଛି । ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ପୂର୍ବରୁ ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା ।…

ନିଲମ୍ବିତ ସାଂସଦଙ୍କୁ ଚା’ ପିଆଇଲେ ରାଜ୍ୟସଭା ଉପାଧ୍ୟକ୍ଷ, ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ବିଲକୁ ବିରୋଧ କରି ରାଜ୍ୟସଭାରେ ହଙ୍ଗାମା କରିଥିବା ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ସଂସଦ ବାହାରେ ଧାରଣାରେ ବସିଛନ୍ତି ସାଂସଦ । ହେଲେ ଆଜି ସକାଳୁ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିବା ନିଲମ୍ବିତ ସାଂସଦଙ୍କ…

ଡବଲ ମର୍ଡର, ଘରେ ପଶି ଦମ୍ପତିଙ୍କୁ ହତ୍ୟା

ସୁନ୍ଦରଗଡ: ଘରେ ପଶି ଦମ୍ପତିଙ୍କୁ ହତ୍ୟା କଲା ଦୁର୍ବୃତ୍ତ । ସୁନ୍ଦରଗଡ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା ଗାଁରେ ଘଟିଛି ଡବଲ ମର୍ଡର। ପାରୁ ମୁଣ୍ଡା ଏବଂ ମଦପାଲି ମୁଣ୍ଡାଙ୍କୁ ଘରେ ପସି କେହି ଜଣେ ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ…

ମହାରାଷ୍ଟ୍ର କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ମୁମ୍ବାଇ: ଗତକାଲି ଭୋରୁ ମହାରାଷ୍ଟ୍ରର ଭିୱଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଥିଲା ।  ପ୍ରଥମେ ୮ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ‌ପରେ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିଲା। ଏବେ ଘଟଣାର ୨୪ଘଣ୍ଟା ପରେ ଆଉ ୧୦ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଫଳରେ ମୃତ୍ୟୁ ସଂଖ୍ୟା…

ଖଣ୍ଡା ଦେଖାଇ ଲୁଟିନେଲେ ଦେଢ଼ ଲକ୍ଷ

ଗଞ୍ଜାମ: ଦୋକାନରେ ପଶି ଖଣ୍ଡା ଦେଖାଇ ଲୁଟ୍ । ଗଂଜାମ ଜିଲ୍ଳା କବିସୂର୍ଯ୍ୟନଗର ଥାନା ଭେଙ୍କଟେଶ୍ୱର ସାହିରେ ଘଟିଛି ଏଭଳି ଘଟଣା । ଦିନ ଦ୍ୱିପହରେ ଏକ ଲୁଗା ଦୋକାନରେ ପଶି ଖଣ୍ଡା ଦେଖାଇ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏହି ଲୁଟ୍‌ର ପୁରା ଘଟଣା ସିସିଟିଭିରେ କଏଦ୍ ହୋଇଛି ।…

ହସର ପସରା ଆଣିଛି ଜୀ ସାର୍ଥକର ‘ଖାଡେଙ୍ଗା ଫ୍ୟାମିଲି’

ଭୁବନେଶ୍ୱର : ଜୀ ସାର୍ଥକ ପକ୍ଷରୁ ଆରମ୍ଭ ହୋଇଛି ନୂଆ କମେଡି ସୋ ‘ଖାଡେଙ୍ଗା ଫ୍ୟାମିଲି’ । ଗତ କିଛି ଦିନ କରୋନା ଯୋଗୁଁ ମନୋରଂଜନ କ୍ଷେତ୍ର ଟିକେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଲକ୍ ଡାଉନ ପରେ କମେଡିରେ ଭରପୁର ଏହି ନୂଆ ଧାରାବାହିକ ଆସିଛି । ଏହି ଖାଡେଙ୍ଗା ଫ୍ୟାମିଲିରେ ଅଛନ୍ତି କୁନା…