Latest Odisha News

BREAKING NEWS

ସେକ୍ସପିଅରଙ୍କ ଶ୍ରେଷ୍ଠ ସନେଟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱ ପ୍ରସିଦ୍ଧ ସ୍ରଷ୍ଟା ସେକ୍ସପିଅରଙ୍କ ସନେଟ ଗୁଡିକର ହିନ୍ଦୀ ଅନୁବାଦ ସ୍ଥାନୀୟ ଜୟଦେବ ଭବନରେ ଉନ୍ମୋଚିତ ହୋଇଯାଇଛି। ନାବାର୍ଡର ଅବସର ପ୍ରାପ୍ତ ଅଧିକାରୀ  ସୁଧୀର କୁମାର ମିଶ୍ର ଏହି ସନେଟ ଗୁଡ଼ିକର ହିନ୍ଦୀ ଅନୁବାଦ କରିଛନ୍ତି। ଏଥି ସହିତ ବିଶ୍ୱର ଅନ୍ୟ ଲୋକପ୍ରିୟ ୨୬ଟି…

କ୍ଷୀରୋଦ ସାହୁ ଶାମ୍ଭବୀ ପୁରସ୍କାର ୨୦୨୧ର ବିଜେତା

ଭୁବନେଶ୍ୱର: ଅଷ୍ଟମ ଶାମ୍ଭବୀ ପୁରସ୍କାର ପୁରସ୍କାର ବିଜେତା ସ୍ଥିର ହୋଇଛନ୍ତି । ଗୁରୁବାର ୫ ଜଣିଆ ବିଚାରକ ପ୍ୟାନେଲ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ସ୍ଥିର କରିଛନ୍ତି । ଅନୁଗୁଳ ଜିଲ୍ଲା ତାଳଚେରର କ୍ଷୀରୋଦ ସାହୁଙ୍କୁ ଅଷ୍ଟମ ଶାମ୍ଭବୀ ପୁରସ୍କାର ବିଜେତା ଘୋଷଣା କରାଯାଇଛି । ବଂଶୀଧର…

ମାତୃଭାଷା ଦିବସ ଅବସରରେ ଚିନ୍ତନଚକ୍ର

ଭୁବନେଶ୍ୱର : ମାତୃଭାଷା ଦିବସ ଅବସରରେ କବି ଶଙ୍କର୍ଷଣ ପରିଡ଼ାଙ୍କ ସଭାପତିତ୍ୱରେ ମାତୃଭାଷା ଦିବସ ଚିନ୍ତନଚକ୍ର ସ୍ଥାନୀୟ ଜୟଭାରତ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଭାଷା ହେଉଛି କୌଣସି ଜାତିର ପ୍ରାଣ ସ୍ପନ୍ଦନ ଏବଂ ତାର ସକଳ ଜୀବନଶକ୍ତି।ମାତୃଭାଷା ଶାସନର ଭାଷା ନହେଲେ ବିକାଶ…

କଟକରେ କଡାକଡି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌: ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ

କଟକ:କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍‌ଲାଇନ୍ସ । ଦୋକାନ,ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ । ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏନେଇ ବିଜ୍ଞପ୍ତି ଜାରି କରିଛି କଟକ ମହାନଗର ନିଗମ ବା ସିଏମ୍‌ସି ।…

ଦିଗପହଣ୍ଡିରେ ନକଲି ଲେବର ଅଫିସ୍‌ ସିଲ୍‌ 

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ପୁଞ୍ଜିକୟାଁ ଛକ ନିକଟରେ ଥିବା ନକଲି ଲେବର କାର୍ଡ କାର୍ଯ୍ୟାଳୟକୁ ଶ୍ରମ ଅଧିକାରୀଙ୍କ ଦ୍ବାରା ସିଲ୍ କରାଯାଇଛି । ବି ୱାନ କଷ୍ଟ୍ରକ୍ସନ ଲେବର ନାଁରେ ସାଧାରଣ ଲୋକଙ୍କ ଠାରୁ ଲେବର କାର୍ଡ କରେଇ ଦେବା ନାଁରେ ଜଣଙ୍କ ପିଛା ୪୫୦ ଟଙ୍କା ଲେଖା…

ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି ।…

ଶାହାରୁଖଙ୍କ ପଠାନ ଫିଲ୍ମ ୨୦୨୨ରେ ରିଲିଜ ହେବ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନ ଚଳିତ ବର୍ଷ ରିଲିଜ ହେବନି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ଏହା ୨୦୨୨ରେ ରିଲିଜ ହେବ ବୋଲି ଜଣାପଡିଛି । ଜୀରୋ ଫିଲ୍ମ ପରେ ଶାହାରୁଖଙ୍କ ଆଉ କୌଣସି ବଡ ଫିଲ୍ମ ପରଦାକୁ ଆସି ନାହିଁ । ସିଦ୍ଧାର୍ଥ ଆନନ୍ଦ…

ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ

ଭୁବନେଶ୍ୱର : ଲେଖିକା ସୁଦେଷ୍ଣା ଦାସଙ୍କ ଗଳ୍ପ ସଂକଳନ ସକାଳ ଧୂପ ଲୋକାର୍ପିତ ହୋଇଯାଇଛି। ଏହି ସମାରୋହରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପୁସ୍ତକଟିକୁ ଲୋକାର୍ପିତ କରିଥିଲେ। ନିତିଦିନିଆ ଜୀବନରେ ଭେଟିଥିବା ସାଧାରଣ ଚରିତ୍ର ମାନଙ୍କୁ ଅସାଧାରଣ ରୂପରେ…

ତୈଳ ଦର ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ପତ୍ର

ନୂଆଦିଲ୍ଲୀ: ଦେଶରେ ତୈଳ ଦର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚିନ୍ତା ଜାହିର କରିଛନ୍ତି ।  ପେଟ୍ରୋଲ-ଡିଜେଲ୍‌ ଦର ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ସୋନିଆ ଗାନ୍ଧୀ । ସେ ଲେଖିଛନ୍ତି ଦର ବୃଦ୍ଧି ଐତିହାସିକ ଏବଂ ଅବ୍ୟବହାରିକ ।  ଏହାସହ…

ପତ୍ନୀଙ୍କ ପରେ ଅଭିଷେକଙ୍କ ଶାଳୀଙ୍କୁ ସିବିଆଇର ସମନ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ବାନାର୍ଜୀଙ୍କ ପରେ ଏବେ ଶାଳୀ ମେନକା ଗମ୍ଭୀରଙ୍କୁ ସିବିଆଇ ସମନ ଜାରୀ କରିଛି । କୋଇଲା ଚୋରା ଚାଲାଣ ନେଇ ୨୪ ଘଂଟା ମଧ୍ୟରେ ମେନକାଙ୍କୁ ହାଜର ହେବା ପାଇଁ ସିବିଆଇ ପକ୍ଷରୁ କୁହାଯାଇଛି…