ଭାରତରେ ଅଗଷ୍ଟ ମାସରେ ହୋଇଛି ୨.୩୯ କୋଟି କୋଭିଡ ଟେଷ୍ଟ
ନୂଆଦିଲ୍ଲୀ: ଭାରତରେ ଗତ ଅଗଷ୍ଟ ମାସରେ ହୋଇଛି ପ୍ରାୟ ୨.୩୯ କୋଟି କୋଭିଡ ଟେଷ୍ଟ । ଯେଉଁଥିରୁ ୧.୨୪ କୋଟି ରାପିଡ୍ ଆଣ୍ଟିଜେନ୍ କିଟ୍ ଦ୍ୱାରା ଟେଷ୍ଟ କରାଯାଇଛି ବୋଲି ରବିବାର ଦିନ କେନ୍ଦ୍ର ସରକାର ପ୍ରକାଶ କରିଛନ୍ତି ।
ରାଜ୍ୟ ସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ (ରାଷ୍ଟ୍ର) ଅଶ୍ୱିନୀ ଚୌବେ…