ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ; ସଫେଇ ପାଇଁ ବାଲୁକା କଳାରେ ସୁଦର୍ଶନଙ୍କ ଆହ୍ୱାନ
ଭୁବନେଶ୍ୱର: ‘ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ’ରେ ପଦ୍ମଶ୍ରୀ ବିଜେତା ତଥା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବେଳାଭୂମି ସଫେଇ କରିବା ପାଇଁ ବାଲୁକା କଳା ମାଧ୍ୟମରେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଏହି ଅବସରରେ ପୁରୀ ବେଳାଭୂମିରେ ମୋ ବିଚ୍ କାର୍ଯ୍ୟକ୍ରମ ଅଧିନରେ ବଡ ଧରଣର ସଫେଇ କାର୍ଯ୍ୟ…