ନୂତନ ଚାଷ ବିଲକୁ ଅକାଳୀ ଦଳର ବିରୋଧ, ଇସ୍ତଫା ଦେଲେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ
ନୂଆଦିଲ୍ଲୀ: ନୂତନ ଚାଷ ବିଲକୁ ନେଇ ବିଜେପି ଅଡୁଆରେ ପଡିଛି । ଏହି ବିଲକୁ ସହଯୋଗୀ ଶିରୋମଣୀ ଅକାଳୀ ଦଳ ବିରୋଧ କରିଛି । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏହି ବିଲକୁ ଆକଳୀ ଦଳ ସମର୍ଥନ କରୁଥିଲେ ମଧ୍ୟ ପଞ୍ଜାବ ଓ…