Latest Odisha News

BREAKING NEWS

ଦେଶରେ ଟ୍ରାଏଲ୍ ଫେଜ୍‌ରେ ରହିଛି ୩ଟି ଟିକା: ICMR

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ମାଡି ଚାଲିଛି । ମହାମାରୀକୁ ଲାଗୁନି ବ୍ରେକ । ମହାମାରୀର ସମୂଳେ ଧ୍ୱଂସ ପାଇଁ କେବେ ଟିକା ଆସିବା ତାକୁ ନେଇ ପୁରା ଦେଶ ଚାହିଁ ବସିଛି । ଏହାରି ଭାରତରେ ଏବେ ୩ଟି ଟିକା କ୍ଲିନିକାଲ ଟ୍ରାଏଲ୍‌ରେ ଫେଜ୍‌ରେ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି…

କରୋନା କାଳରେ ବୈଦେଶିକ ପୁଞ୍ଜି ନିବେଶରୁ ୨୦ ବିଲିୟନ ଡ଼ଲାର ପାଇଛି ଭାରତ: ସଚିବ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ଭାରତରେ ୨୦ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ (ଏଫଡିଆଇ) ହୋଇଥିବା ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ମଙ୍ଗଳବାର  କହିଛନ୍ତି । ବ୍ରିଟେନର ଏକ ସିଆଇଆଇ ଇଭେଣ୍ଟରେ ଏକ ଭର୍ଚୁଆଲ୍ ଠିକଣାରେ ବୈଦେଶିକ ସଚିବ ଭାରତ ଦ୍ୱାରା…

ୟେଲୋ ଜର୍ସିରେ CSK ଟାଇଗର, ଧୋନୀ, ୱାଟସନ୍‌ଙ୍କ ପାୱାର ପ୍ୟାକ୍‌ଡ୍ ଡ୍ୟାନ୍ସ

ନୂଆଦିଲ୍ଲୀ: ଫଟାଫଟ କ୍ରିକେଟର ପାୱାରଫୁଲ ଟିମ୍ । ହଳିଦିଆ ଜର୍ସିରେ ଚେନ୍ନାଇ ଟାଇଗର । ଆଇପିଏଲ୍ ମହାଲଢ଼େଇ ପୂର୍ବରୁ ରିଲିଜ ହୋଇଛି ଚେନ୍ନାଇ ସୁପରକିଙ୍ଗସ୍‌ର ଜର୍ସି । ହଳଦିଆ ଜର୍ସିରେ ପାୱାର ପ୍ୟାକ୍‌ଡ ପରଫରମାନ୍ସ । କଲର ଉଠାଇ, ଚଷମା ହଲାଇ ଆଇପିଏଲ୍ ପାଇଁ ପୁରା ରେଡି ଟିମ୍ ଚେନ୍ନାଇ ।…

ତମନ୍ନା ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ଟିଜର ରିଲିଜ୍‌

ଭୁବନେଶ୍ୱର: ଅଭିନେତ୍ରୀ ତମନ୍ନାଙ୍କ ଅଭିନୀତ ତେଲୁଗୁ ଫିଲ୍ମ ‘ଭେଇ ଶୁଭାମୁଲୁ କାଲୁଗୁ ନିକୁ’ର ପ୍ରଥମ ଟିଜର ରିଲିଜ ହୋଇଛି । ଟିଜରରୁ ଦର୍ଶକ ଏହି ଫିଲ୍ମଟିକୁ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଏହାର ପ୍ରଯୋଜକ । ତମନ୍ନାଙ୍କ ବିପକ୍ଷରେ ବିଜୟ ରାଜା ଅଭିନୟ କରିଥିବା ବେଳେ ଏହାର…

ଦିଶାଙ୍କୁ ହତ୍ୟା କରାଯାଇଛି, ପ୍ରମାଣ ମୋ ପାଖରେ ଅଛି : ନିତିଶ ରାଣେ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ୩ ମାସ ପୂରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ । ବୁଧବାର ବିଜେପିର ନେତା ନିତିଶ ରାଣେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ ଏକ ଚ୍ୟାନେଲକୁ ସାକ୍ଷତକାର ଦେଇ କହିଛନ୍ତି ସୁଶାନ୍ତଙ୍କ ମ୍ୟାନେଜର ଦିଶା…

ଆସିଲା ଭିଭୋ କମ୍ପାନୀର ସ୍ମାର୍ଟୱାଚ୍: ଜାଣନ୍ତୁ କ’ଣ ଫିଚର ରହିଛି ଏଥିରେ

ଭିଭୋ କମ୍ପାନୀ ଆଗାମୀ ଭିଭୋ ସ୍ମାର୍ଟୱାଚର  ଡିଜାଇନକୁ ନେଇ ଅନ୍ୟ ଏକ ଟିଜର ରିଲିଜ୍ କରିଛି | ଭିଡିଓ କ୍ଲିପ୍ ସ୍ମାର୍ଟ ୱାଚ୍ କୁ ଏକ ସର୍କୁଲାର୍ ଡାଏଲ୍, ଦୁଇଟି ବଟନ୍, ଷ୍ଟ୍ରାପ୍ ଏବଂ ଏହାର ବିକଳ୍ପ ସହିତ ହାର୍ଟ ରେଟ୍ ମନିଟର ବୈଶିଷ୍ଟ୍ୟ ବିଶିଷ୍ଟ ଦର୍ଶାଉଛି । ୨୪ ଘଣ୍ଟିଆ ହୃଦସ୍ପନ୍ଦନ…

୨୪ ଘଣ୍ଟାରେ ଭୁବନେଶ୍ୱରରୁ ୩୪୨ ଆକ୍ରାନ୍ତ, ୩୮୭ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

୨୧,୦୦୦ ଲିଟର ପିଡିଏସ୍ କିରୋସିନ୍ ଜବତ, ୩ ଅଟକ

କଟକ: ଜବତ ହେଲା ବିପୁଳ ପିଡିଏସ୍ କିରୋସିନ୍ । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ପୁଲିସର ସହଯୋଗରେ ଚର୍ଚ୍ଚ ବଉଳ ଅଂଚଳରେ ଏସଟିଏଫ ଅତର୍କିତ ଚଢ଼ାଉ କରି ୨୧ ହଜାର ଲିଟର ପିଡିଏସ କିରାସିନି ଜବତ କରିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ଏସ୍‌ଟିଏଫ୍ ।…

୮୧ ହଜାର ଡଲାରରେ ନିଲାମ ହେଲା ଆବ୍ରାହାମ ଲିଙ୍କନଙ୍କ କେଶ

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହାମ ଲିଙ୍କନଙ୍କ କେଶ ଏବଂ ରକ୍ତର ଦାଗଯୁକ୍ତ ଏକ ଟେଲିଗ୍ରାମକୁ ନିଲାମ କରାଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ୮୧ ହଜାର ଡଲାରରୁ ଅଧିକ ମୂଲ୍ୟରେ ଏହା ନିଲାମ ହୋଇଥିବା ବୋଷ୍ଟନ ଆରଆର କମ୍ପାନୀ ପକ୍ଷରୁ କୁହାଯାଇଛି । ଫୋର୍ଡସ ଥିଏଟରରେ ଜନ ୱିଲକିସ୍…

ମୋଦୀଙ୍କ ମନ୍ତ୍ର: ଔଷଧ ନଆସିବା ଯାଏଁ, ଅବହେଳା କରିବାନି

ନୂଆଦିଲ୍ଲୀ: ମହାମାରୀ କରୋନା ନିୟନ୍ତ୍ରଣ ପାଇଁ ମୋଦୀଙ୍କ ମନ୍ତ୍ର । ଆଉ ଆଜି ବି ସମାନ କଥା ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଔଷଧ ନଆସିବା ଯାଏଁ ଅବହେଳା କରିବା ନାହିଁ । କରୋନାରୁ ବଂଚିବାକୁ ହେଲେ ଆମକୁ ୬ ଫୁଟର ଦୂରତା ଓ ସଫା ସ୍ୱଚ୍ଛତା ବଜାୟ ରଖିବା । ଆମ ବୈଜ୍ଞାନିକମାନେ…